Latest Odisha News

BREAKING NEWS

Monthly Archives

September 2025

J&K Encounter: କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର। ଜଣେ ଆତଙ୍କବାଦୀ ନିହତ। କୁଲଗାମ ଗୁଦାର ଜଙ୍ଗଲରେ ସେନା, ପୋଲିସ, CRPFର ମିଳିତ ଏନ୍‌କାଉଣ୍ଟରରେ ଟଳିଲା ଜଣେ ଆତଙ୍କାଦୀ। ଗୁଳି ବିନିମୟରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।…

Naveen Patnaik: କାହିଁକି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ନବୀନ ପଟ୍ଟନାୟ, ସୋସିଆଲ ମିଡିଆରେ ଦେଲେ ପ୍ରତିକ୍ରିୟା

ଭୁବନେଶ୍ବର: ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଲେ ନବୀନ। ଉପ ରାଷ୍ଟ୍ରପତି ନିର୍ବାଚନ ସହ ତାଙ୍କ…

Mother & Son Missing: ଭିତରକନିକା ଜଙ୍ଗଲ ଭିତରେ ମାଆ-ପୁଅ ନିଖୋଜ,୫ ଦିନ ହେଲାଣି ମିଳୁନି ପତ୍ତା

କେନ୍ଦ୍ରାପଡ଼ା: ଭିତରକନିକା ଜଙ୍ଗଲ ଭିତରେ ମାଆ-ପୁଅ ନିଖୋଜ। ବୁଧବାର କଙ୍କଡ଼ା ଧରିବାକୁ ଯାଇ ମାଆ ଓ ୧୮ ବର୍ଷୀୟ ପୁଅ ନିଖୋଜ ହୋଇଯାଇଛନ୍ତି। ମାଆ-ପୁଅ ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଏହି ଜଙ୍ଗଲ ଭିତରେ ଭଉଣୀ ଓ ପୁତୁରା ସହ ଉଭୟ ମାଆ…

ହମାସକୁ ଶେଷ ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ; କହିଲେ, ଇସ୍ରାଏଲୀ ବନ୍ଧକମାନଙ୍କୁ ତୁରନ୍ତ ମୁକ୍ତ କର ନଚେତ୍…

ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୭ ଅକ୍ଟୋବର ୨୦୨୩ ପ୍ରାୟ ୨ ବର୍ଷ ଧରି ଇସ୍ରାଏଲ ଉପରେ ହମାସର ଆକ୍ରମଣ ସହିତ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଏହି ସମ୍ପୂର୍ଣ୍ଣ ଯୁଦ୍ଧ ମଧ୍ୟରେ, ଏବେ ଆମେରିକାର…

Weather Update: ପ୍ରବଳ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ସକ୍ରିୟ ଥିବାରୁ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଉପରେ ବାୟୁମଣ୍ଡଳୀୟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ତୀବ୍ରତା ବଢ଼ିଛି । ଫଳରେ ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ସୁନ୍ଦରଗଡ଼, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର,…

୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀରେ ସବୁ ବିଜେପି ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ ଓଡ଼ିଶାର ସାଂସଦମାନଙ୍କୁ ଭେଟିବା ସହ ଅନ୍ୟାନ୍ୟ ଆଲୋଚନା କରିବେ ।…

CM Mohan Charan Majhi: ବଢିଲା ଚର୍ଚ୍ଚା..ପୁଣି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୪ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିବା ବେଳେ ପୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଯାଉଛନ୍ତି । ଆଜି ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବେ। ଦିଲ୍ଲୀରେ…

India-Israel Tie: ଆମେରିକା ସହ ଶୁଳ୍କ ବିବାଦ ମଧ୍ୟରେ..ଭାରତ- ଇସ୍ରାଏଲ ସ୍ୱାକ୍ଷର କରିବେ ମୁକ୍ତ ବାଣିଜ୍ୟ ଚୁକ୍ତି !

ନୂଆଦିଲ୍ଲୀ:ଆମେରିକା ସହିତ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ଭାରତ ଏବଂ ଇସ୍ରାଏଲ ଏହି ସପ୍ତାହରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି (bilateral investment treaty-BIT) ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ( free trade…

ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରବଳ ବର୍ଷା; ହରିଶଙ୍କର ପୀଠରେ ବନ୍ୟା ସ୍ଥିତି

ବଲାଙ୍ଗୀର:ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହରିଶଙ୍କର ମନ୍ଦିର ପାଦଦେଶର ଝରଣାରେ ବନ୍ୟାସ୍ଥିତି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା । ଫଳରେ…

ଡାଇମଣ୍ଡ୍ ଚେକ୍ କରିବା ଚାକିରି ପାଇଁ କେଉଁ କୋର୍ସ ଆବଶ୍ୟକ? ଜାଣନ୍ତୁ କେତେ ମିଳିଥାଏ ଦରମା

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ଭିନ୍ନ ଏବଂ ନୂଆ ପ୍ରକାରର କ୍ୟାରିୟର୍ ଖୋଜୁଛନ୍ତି। ଲୋକ ଏବେ କେବଳ ଡାକ୍ତର-ଇଞ୍ଜିନିୟର କିମ୍ବା ସରକାରୀ ଚାକିରି ନୁହେଁ, ବରଂ ଅନେକ ଏପରି କାର୍ଯ୍ୟ ରହିଛି ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି ଯେଉଁଥିରେ ଉଚ୍ଚ ଆୟ ରହିଛି। ଏହିସବୁ ମଧ୍ୟରେ ଗୋଟିଏ ହେଉଛି…