Cyber fraud: କମିଶନରେଟ୍ ପୋଲିସ ହାତରେ ବିହାରର ସାଇବର ଠକ; ଅପହରଣ ଅଭିଯୋଗରେ ବନ୍ଧାହେଲେ ୫
ଭୁବନେଶ୍ବର: ସାଇବର ଠକକୁ ଅପହରଣ ଓ ୨୫ ଲକ୍ଷରେ ମୁଣ୍ଡ ଜାମିନ ଅଭିଯୋଗରେ ୫ ଗିରଫ । ସାଇବର ଠକକୁ ବିହାରରୁ ଡାକି ଅପହରଣ କରିବା ସହ ୨୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ମୋବାଇଲ, ଛୁରୀ, ୩ଟି ଆକାଉଣ୍ଟ ଜବତ…