ପୁଅର ମାଡ଼ରେ ମା’ ମୃତ; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ସୁନ୍ଦରଗଡ଼: ହେମଗିରି ଥାନା ବନ୍ଧପାଲି ଗ୍ରାମରେ ଅଭାବନୀୟ ଘଟଣା । ମାତ୍ର କିଛି ଟଙ୍କା ପାଇଁ ପୁଅ ସାଜିଲା ହତ୍ୟାକାରୀ । ପୁଅ ବଳିନ୍ଦ୍ର ଧରୁଆ ମା’ଙ୍କୁ ଟଙ୍କା ମାଗିଥିଲା । ମା’ ଟଙ୍କା ନଦେବାରୁ ପୁଅ ଚାପୁଡ଼ା ମାରିଥିଲା ମା’ କୁ ।
ଗୁରୁତର ଅବସ୍ଥାରେ ମା' କୁ ହେମଗିରି ଗୋଷ୍ଠୀ…