Latest Odisha News

BREAKING NEWS

Monthly Archives

September 2025

ଏସିଆ କପ ପୂର୍ବରୁ ଖେଳାଳିଙ୍କ ମନୋବଳ ବଢ଼ାଇଲେ ଗମ୍ଭୀର, ସୂର୍ଯ୍ୟକୁମାର କହିଲେ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ ଏବେ ଆଗାମୀ ଏସିଆ କପ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦୁବାଇର ଆଇସିସି ଏକାଡେମୀରେ ଭାରତୀୟ ଟିମ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ମୂଖ୍ୟ କୋଚ ଗୌତମ ଗମ୍ଭୀର ଦଳର ମନୋବଳ ବଢ଼ାଇଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ…

Kedarnath dham yatra: ସେପ୍ଟେମ୍ବର ୧ରୁ ବନ୍ଦ ଥିବା କେଦାରନାଥ ଯାତ୍ରା ହେଲା ଆରମ୍ଭ; ଏପଟେ ତୁଷାରପାତ ଯୋଗୁଁ…

ଡେରାଡୁନ:ଆଜି କେଦାରନାଥ ଧାମ ସହ ରୁଦ୍ରପ୍ରୟାଗରେ ପାଗ ସଫା ରହିଛି । ଏହାକୁ ନଜରରେ ରଖି ତୀର୍ଥଯାତ୍ରା ମଧ୍ୟ ପୁଣି ଆରମ୍ଭ ହୋଇଯାଇଛି । ସେପ୍ଟେମ୍ବର ୧ ତାରିଖରୁ ବନ୍ଦ ଥିବା କେଦାରନାଥ ଯାତ୍ରା ପୁଣି ଥରେ ଖୋଲିଛି।  ସୂଚନାଥାଉକି କେଦାରନାଥ ଧାମ ସହିତ ବଦ୍ରିନାଥ ଧାମ ଯାତ୍ରା ମଧ୍ୟ ଆରମ୍ଭ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ମହିଳା କମାଣ୍ଡର ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ଜଣେ ମହିଳା ମାଓ କମାଣ୍ଡର । ତାଙ୍କ ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ।…

ଅଷ୍ଟ୍ରେଲିଆ ଏ ବିପକ୍ଷ ମୁକାବିଲା ପାଇଁ ଶ୍ରେୟାଶଙ୍କୁ ମିଳିଲା ଏହି ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ବିପକ୍ଷ ୨ଟି ମ୍ୟାଚ ପାଇଁ ବିସିସିଆଇ ଭାରତୀୟ ଦଳର ଘୋଷଣା କରିଛି । ଶ୍ରେୟାଶ ଆୟାରଙ୍କୁ ଏହାର ଅଧିନାୟକ ନିଯୁକ୍ତ କରାଯାଇଛି । ସେପ୍ଟମ୍ବର ୧୬ରୁ ପ୍ରଥମ ମ୍ୟାଚ ଏବଂ ୨୩ରୁ ଦ୍ୱିତୀୟ ମ୍ୟାଚ ଖେଳାଯିବ । ୨ଟି ଯାକ ମ୍ୟାଚ ଲକ୍ଷ୍ନୌରେ ଖେଳାଯିବ । ଏସିଆ କପ ଟିମରେ…

Mahanadi water dispute: ମହାନଦୀ ଜଳ ବିବାଦ ମାମଲା: ‘ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି…

ଭୁବନେଶ୍ବର: ଶନିବାର ମହାନଦୀ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି । ଓଡ଼ିଶା ପାଇଁ ପକ୍ଷ ରଖିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପରେ AG ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା…

ସେପ୍ଟମ୍ବର ୨୮ରେ ବିସିସିଆଇକୁ ମିଳିବ ନୂଆ ସଭାପତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ ସାଧାରଣ ବୈଠକ ସେପ୍ଟମ୍ବର ୨୮ରେ ଆୟୋଜିତ ହେବ । ଏହି ବୈଠକରେ ବିସିସିଆଇର ନୂତନ ସଭାପତି ଓ ଇଣ୍ଡିଆନ ପ୍ରିମିୟର ଲିଗ ଅଧ୍ୟକ୍ଷ ଚୟନ କରାଯିବ । ପୂର୍ବ ଭାରତୀୟ କ୍ରିକେଟର ରୋଜର ବିନ୍ନୀଙ୍କ ଇସ୍ତଫା ପରେ ବିସିସିଆଇ ଅଧ୍ୟକ୍ଷ ପଦ ଖାଲି…

୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୫ ଆରମ୍ଭ

ଭୁବନେଶ୍ୱର: କଳାତ୍ମକ ଉତ୍କର୍ଷତା ହାସଲ କରିବାରେ ୩ ଦଶନ୍ଧିରୁ ଅଧିକ ସମୟ ଧରି ଏକ ଉନ୍ନତ ପ୍ରଦର୍ଶନକୁ ସ୍ମରଣ କରି ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୭ଟାରେ ରବୀନ୍ଦ୍ର ମଣ୍ଡପରେ ୩୧ତମ ଗୁରୁ କେଳୁଚରଣ ମହାପାତ୍ର…

Road Accident: ଅଟୋ ଉପରେ ମାଡ଼ିଗଲା କାର୍‌; ୩ ମୃତ, ୨ ଗୁରୁତର

ଅନୁଗୁଳ: ଅଟୋ ଉପରେ ଶନିବାର ଏକ କାର୍‌ ମାଡ଼ିଯିବାରୁ ୩ ଜଣଙ୍କ ଜୀବନ ଚାଲିଯାଇଛି। ଅନ୍ୟ ୨ ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଦର ଥାନା ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । କାର ଚାଳକ ଫେରାର ରହିଛି। ପୋଲିସ…

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ କଟକ ପାଇଁ ଏକ ସତର୍କତା ଜାରି କରିଛି। ପାଣିପାଗ ସଂସ୍ଥା ଅନୁଯାୟୀ, ୩ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର ସମେତ) ଏବଂ କଟକ ଜିଲ୍ଲାରେ ଝଡ଼ତୋଫାନ ଓ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ବର୍ଷା…

ରାଜ୍ୟ ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ…