Latest Odisha News

BREAKING NEWS

Monthly Archives

September 2025

Amazon Great India: ଘୋଷଣା ହେଲା ତାରିଖ, ଫ୍ଲିପକାର୍ଟରେ ବମ୍ପର ଅଫର

ନୂଆଦିଲ୍ଲୀ: ବର୍ଷର ସବୁଠାରୁ ବଡ଼ ବିକ୍ରୟ ଶୀଘ୍ର ଆମାଜନ୍ ଓ ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ଇ-କମର୍ସ ଦିଗ୍ଗଜମାନେ ସେମାନଙ୍କର ଦୀର୍ଘ ପ୍ରତୀକ୍ଷିତ ଉତ୍ସବ ଋତୁ ବିକ୍ରୟର ତାରିଖ ଘୋଷଣା କରିଛନ୍ତି ଏବଂ କିଛି ଆଗାମୀ ଅଫର୍‌ର ମଧ୍ୟ ଖୁଲାସା କରିଛନ୍ତି। ଏହି ବର୍ଷ, କ୍ରେତାମାନେ…

ଚୀନ ସହ ସୀମା ବିବାଦ ଚ୍ୟାଲେଞ୍ଜପୂର୍ଣ୍ଣ: ସିଡ଼ିଏସ ଅନିଲ ଚୌହାନ

ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ଚ୍ୟାଲେଞ୍ଜପୂର୍ଣ୍ଣ। ୫ ସେପ୍ଟେମ୍ବର ଅର୍ଥାତ୍ ଶୁକ୍ରବାର ଦିନ ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡ଼ିଏସ) ଜେନେରାଲ ଅନିଲ ଚୌହାନ ଗୋରଖପୁରରେ ଏକ ସମାବେଶକୁ ସମ୍ବୋଧିତ କରି ଏଭଳୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍ ସହିତ ଭାରତର ସୀମା ବିବାଦ…

ସ୍ବପ୍ନର ଘର ତିଆରି କରିବା ଏବେ ହେବ ସହଜ, ଏତେ କ୍ଷତି ସହିବେ ସରକାର !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଜିଏସ୍‌ଟି ସଂସ୍କାର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ନିଶ୍ଚିତ ଭାବେ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି, କିନ୍ତୁ ଏହାର ଅର୍ଥନୈତିକ ପ୍ରଭାବ କେବଳ ଘର କ୍ରେତା ଏବଂ ବିଲ୍ଡରଙ୍କ ଉପରେ ସୀମିତ ନୁହେଁ। ବରଂ ଏହି ପରିବର୍ତ୍ତନ ସରକାରୀ ରାଜସ୍ୱ…

ଓଡିଶା ରାଜ୍ୟ କରିକୁଲମ ଫ୍ରେମୱାର୍କ, ‘ପଢିବା, ଗଢିବା ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ କହିଛନ୍ତି ଯେ, ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅସିମୀତ । ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ…

ସ୍କିମାଟିକ୍ ଶିକ୍ଷକଙ୍କୁ ‘ନିୟମିତ ଶିକ୍ଷକ’ ଭାବେ ନିଯୁକ୍ତି ଘୋଷଣା; ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ…

ଭୁବନେଶ୍ୱର: ୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଉର୍ଦ୍ଧ୍ୱ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ 'ନିୟମିତ ଶିକ୍ଷକ' ଭାବେ ନିଯୁକ୍ତି ଦେବାପାଇଁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ରାଜ୍ୟ ଅତିଥି ଭବନ ଠାରେ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଧନ୍ୟବାଦ…

ଏକାଠି ମୋଦି, ପୁଟିନ ଓ ଜିନପିଙ୍ଗ; ହଜିଲା ଟ୍ରମ୍ପଙ୍କ ନିଦ

ନୂଆଦିଲ୍ଲୀ: ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବରରେ ଚୀନର ତିଆନଜିନରେ ଅନୁଷ୍ଠିତ ହୋଇଥିବା ଏସସିଓ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗ ଦେଇଥିଲେ। ତେବେ ସେହି ଶିଖର ସମ୍ମିଳନୀରେ…

ପଞ୍ଚଭୂତରେ ଲୀନ ହେଲେ ବରଗଡର ବୀର ପୁଅ, ଯବାନ ପୁଅକୁ ହରାଇ କାନ୍ଦୁଛି ଜନ୍ମମାଟି

ବରଗଡ: ପୁଅକୁ ହରାଇ କାନ୍ଦୁଛି ମା, ବାପାଙ୍କୁ ହରାଇ କାନ୍ଦୁଛନ୍ତି ପରିବାର ବର୍ଗ । ସମସ୍ତଙ୍କ ଆଦରର ଥିବା ଖଗେନ୍ଦ୍ର ଆଉ ନାହାଁନ୍ତି । ସହୀଦ ହୋଇ ସେ ଘରକୁ ଫେରିଛନ୍ତି । ବରଗଡ ଜିଲ୍ଲା ଗୋଡଭଗା ଗାଁର ଖଗେନ୍ଦ୍ର ମହାପାତ୍ର ସହିଦ ହୋଇଛନ୍ତି । ଅବସର ନେବା ପାଇଁ ଆଉ ମାତ୍ର ୪ ବର୍ଷ ଥିଲା ।…

Puri Police: ଆତଙ୍କ କରୁଥିବା ୭ ଦୁର୍ଦ୍ଦାନ୍ତ ଅପରାଧୀ ସହ ଜଣେ ନାବାଳକୁ ଧରିଲା ପୋଲିସ

ପୁରୀ: ପାର୍ବଣ ପାଇଁ ପୁରୀ ପୋଲିସର ସ୍ପେଶିଆଲ ଡ୍ରାଇଭ୍ । ପର୍ଯ୍ୟଟନ ନଗରୀକୁ ଅପରାଧ ମୁକ୍ତ କରିବା ପାଇଁ ଜୋରଦାର ଚଢ଼ାଉ । ଅପରାଧ ଦମନ ପାଇଁ ଏବେ ଆକ୍ଟିଭ ମୁଡରେ ସମସ୍ତ ଥାନା ଅଧିକାରୀ । ଗତ ୨୪ ଘଣ୍ଟାରେ ଅପରାଧ ଦମନ ନିମନ୍ତେ, ଆତଙ୍କ କରୁଥିବା ୭ ଦୁର୍ଦ୍ଦାନ୍ତ ଅପରାଧୀ ଓ ଜଣେ ନାବାଳକଙ୍କୁ…

ଭତ୍ତା ପାଇଁ ବୟସ ଜାଲିଆତି କଲେ ନିଆଯିବ କଡା କଡା କର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର: ଭତ୍ତା ପାଇଁ ବୟସ ଜାଲିଆତି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଭତ୍ତା ପାଇଁ ବୟସ ଜାଲିଆତି କରୁଥିବା ଲୋକଙ୍କ ଉପରେ ତର୍ଜମା ଚାଲିଛି ବୋଲି କହିଲେ…

ଉପମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନିପାରିଲେନି ଆଇପିଏସ ଅଧିକାରୀ, ଆଉ ତା’ପରେ…

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଉକ୍ତ ଭିଡିଓରେ ଅଜିତ ପାୱାର ଏବଂ ସୋଲାପୁରର କରମାଲା ଡିଏସ୍ପି ଅଞ୍ଜନା କୃଷ୍ଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳୁଛି।…