Latest Odisha News

BREAKING NEWS

Monthly Archives

September 2025

National Teachers’ Award-2025: ଜାତୀୟ ଶିକ୍ଷକ ସମ୍ମାନ-୨୦୨୫: ଦିଲ୍ଲୀ ବିଜ୍ଞାନ ଭବନରେ ଓଡି଼ଶାର ୨…

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ…

CM Mohan Majhi: ଓହ୍ଲେଇ ପାରିଲେନି ମୁଖ୍ୟମନ୍ତ୍ରୀ, କୋଲକାତା ଗଲା ବିମାନ….

ଭୁବନେଶ୍ବର: ଖରାପ ପାଗ ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ ଭୁବନେଶ୍ବରରେ ଅବତରଣ କରିପାରିଲାନି । କୋଲକାତାକୁ ଡାଇଭର୍ଟ କରାଗଲା ମୁଖ୍ୟମନ୍ତ୍ରୀଙ୍କ ବିମାନ । ମୁଖ୍ୟମନ୍ତ୍ରୀ ଚାରି ଦିନିଆ ସରକାରୀ ଗସ୍ତରୁ ନୂଆଦିଲ୍ଲରୁ ଫେରିବା ସମୟରେ ତାଙ୍କ ବିମାନ ପ୍ରତିକୂଳ ଅବତରଣ…

Trump-Modi Friendship: ‘ମୋଦିଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ଏବେ ଇତିହାସ’, ପୂର୍ବତନ ଆମେରିକା ଅଧିକାରୀ କହିଲେ,…

ନୂଆଦିଲ୍ଲୀ: ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜନ୍ ବୋଲ୍ଟନ୍ ଏବେ ଆମେରିକା ସହ ଭାରତର ସମ୍ପର୍କକୁ ନେଇ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବହୁତ ଭଲ ବ୍ୟକ୍ତିଗତ ସମ୍ପର୍କ ଥିଲା, କିନ୍ତୁ ଏବେ ଏହା ଶେଷ…

Odisha Highcourt: ପାରିବାରିକ ସଂପତ୍ତି ବିଭାଜନ ସଂପର୍କିତ ମାମଲାରେ ଡିଏନ୍‌ଏ ପରୀକ୍ଷା ପାଇଁ ବାଧ୍ୟ…

କଟକ: ଏଣିକି ପାରିବାରିକ ସଂପତ୍ତି ବିଭାଜନ ସଂପର୍କିତ ମାମଲାରେ ଡିଏନ୍‌ଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବନି। ଏନେଇ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ଡିଏନ୍‌ଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ପ୍ରଭାବିତ କରିଥାଏ। ପାରିବାରିକ…

PM Modi On Ukraine- Russia War: ‘ୟୁକ୍ରେନ ଶାନ୍ତିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା’, ୟୁରୋପୀୟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ୟୁରୋପୀୟ ସଂଘ ସମ୍ପର୍କ ସମୀକ୍ଷା ଏବଂ ଆଗକୁ ବଢ଼ାଇବା ପାଇଁ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନଙ୍କ ସହ ଏକ ମିଳିତ ଟେଲିଫୋନ୍ କଲ୍ କରିଥିଲେ। ନେତାମାନେ ବାଣିଜ୍ୟ,…

Hirakud Dam ବଢ଼ିଲା ବନ୍ୟା ଆଶଙ୍କା: ହୀରାକୁଦରୁ ୨୦ ଗେଟ୍​‌ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ଉତ୍ତରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଫୁଲୁଛି ହୀରାକୁଦ ଜଳଭଣ୍ଡାର। ସକାଳ ୮ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୬.୫୬ ଫୁଟ୍‌ରେ ପହଞ୍ଚିଛି । ଫଳରେ ଆଉ ୪ ଟି ଗେଟ୍ ଖୋଲାଯାଇଛି। ଏବେ ୨୦ଟି ଗେଟ୍‌ ଦେଇ…

Odisha CM Meets President: ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-୨୦୩୬ ପୁସ୍ତିକା…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚାରି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି।…

ଫୁଲୁଛି ଜଳକା, ବୈତରଣୀ ଓ ବୁଢ଼ାବଳଙ୍ଗ: ବିପଦ ସଙ୍କେତ ଉପରେ ନଦୀର ବନ୍ୟାଜଳ ପ୍ରବାହିତ

ବାଲେଶ୍ୱର: ଲଗାଣ ବର୍ଷାରେ ଫୁଲୁଛି ଜଳକା, ବୈତରଣୀ ଓ ବୁଢ଼ାବଳଙ୍ଗ। ବିପଦ ସଙ୍କେତ ଉପରେ ଜଳକା ନଦୀର ବନ୍ୟାଜଳ ପ୍ରବାହିତ ହେଉଛି। ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ଉପରେ ଜଳକାର ଜଳସ୍ତର। ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୧ ମିଟରରେ ପ୍ରବାହିତ ହେଉଛି । ବସ୍ତା ବ୍ଲକର ୧୦ଟି…

Weather Update: ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: କାଲିଠୁ କମିବ ବର୍ଷା ପରିମାଣ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଫଳରେ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ,…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଯିବ ଅନ୍ତ୍ୟୋଦୟ ଯୋଜନାରେ ଘର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ତଥା ସେପ୍ଟେମ୍ବର ୧୭ ତାରିଖରେ ୫୦,୦୦୦ ଅନ୍ତ୍ୟୋଦୟ ଘର ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରିବା ନେଇ ଓଡ଼ିଶା ସରକାର ଗୁରୁବାର ଦିନ ଘୋଷଣା କରିଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକଙ୍କୁ ଆଶ୍ରୟ ପ୍ରଦାନ କରିବା…