Latest Odisha News

BREAKING NEWS

Monthly Archives

September 2025

ନେପାଳ ସରକାରଙ୍କ ବଡ଼ ଆକ୍ସନ, ଦେଶରେ ବନ୍ଦ ହେଲା ଫେସବୁକ-ଏକ୍ସ

ନୂଆଦିଲ୍ଲୀ: ନେପାଳରେ ଗୁରୁବାର (୪ ସେପ୍ଟେମ୍ବର, ୨୦୨୫) ଠାରୁ ଫେସବୁକ, ଇନଷ୍ଟାଗ୍ରାମ, ଇଉଟ୍ୟୁବ ଏବଂ ଅନ୍ୟାନ୍ୟ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛି। ନେପାଳର ସଞ୍ଚାର ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା ସୂଚନା…

YouTube ଭିଡିଓରେ ୧ ମିଲିୟନ୍ ଭ୍ୟୁରେ କେତେ ହୋଇଥାଏ ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ: ଆଜିକାଲି YouTube କେବଳ ମନୋରଞ୍ଜନର ପ୍ଲାଟଫର୍ମ ନୁହେଁ, ବରଂ ଏକ ଲାଭଜନକ ଆୟର ଉତ୍ସ ମଧ୍ୟ ହୋଇଛି। ଡାକ୍ତର, କୋଚ୍ କିମ୍ବା ଅନ୍ୟ କୌଣସି କ୍ଷେତ୍ରର ବ୍ୟକ୍ତି ହୁଅନ୍ତୁ, ସମସ୍ତେ YouTube ଚ୍ୟାନେଲ୍ ଖୋଲି କଣ୍ଟେଣ୍ଟ ଅପଲୋଡ୍ କରୁଛନ୍ତି। ଏହା ପଛରେ ଏକ ବଡ଼ କାରଣ ହେଉଛି YouTube…

ଯୁକ୍ତ ୨ ନାମଲେଖା; ଦ୍ୱିତୀୟ ପର୍ଯ୍ୟାୟରେ ୩୯,୨୭୮ ପ୍ରାର୍ଥୀ ମନୋନୀତ

ଭୁବନେଶ୍ୱର: ଓଡ଼ିଶାରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ବିଭିନ୍ନ ଷ୍ଟ୍ରିମରେ ଯୁକ୍ତ ୨ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରଥମ ଚୟନ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୪୪,୯୬୬ ପ୍ରାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ  ମୋଟ ୩୯,୨୭୮ ପ୍ରାର୍ଥୀଙ୍କୁ ମନୋନୀତ କରାଯାଇଥିବା ନେଇ ଉଚ୍ଚ…

ପାଗଳ କରୁଛି ସ୍ମାର୍ଟଫୋନ୍ ! ୪୨ % ୟୁଜର୍ସ ମାସକୁ ଖର୍ଚ୍ଚ କରୁଛନ୍ତି ଏତେ ଟଙ୍କା

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଆଜିକାଲି ଆମ ଜୀବନର ଏକ ଅତ୍ୟାବଶ୍ୟକୀୟ ଅଂଶ ହୋଇଗଲାଣି। କିନ୍ତୁ ଏହାର ମୂଲ୍ୟ ଓ ମରାମତି ଖର୍ଚ୍ଚ ଯୋଗୁ ଏହାକୁ ସମ୍ଭାଳି ରଖିବା ଏକ ବଡ଼ ଦାୟିତ୍ୱ ହୋଇପଡ଼ୁଛି। Counterpoint Research ଓ OPPO India ଦ୍ୱାରା ଜୁଲାଇ-ଅଗଷ୍ଟ ୨୦୨୫ରେ କରାଯାଇଥିବା ଏକ ଅଧ୍ୟୟନ…

EPFO କଲା ବଡ଼ ଘୋଷଣା, ଟଙ୍କା ଉଠାଇବା ହୋଇଗଲା ଏତେ ସହଜ

ନୂଆଦିଲ୍ଲୀ: ଭାରତର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଖୁବ୍‌ଶୀଘ୍ର ଏହାର ନୂଆ ଡିଜିଟାଲ ସେବା EPFO 3.0 ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏହି ନୂଆ ପଦକ୍ଷେପ ଦେଶର ୮ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ, ଯାହା ସେମାନଙ୍କୁ ସାମାଜିକ…

ସ୍ନେହାଙ୍ଗିନି ଛୁରିଆ ବିଜୁ ମହିଳା ଜନତା ଦଳର ସଭାପତି, ଜାଣନ୍ତୁ ଆଉ କାହାକୁ କେଉଁ ଦାୟିତ୍ଵ…

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନି ଛୁରିଆ ଗୁରୁବାର ଦିନ ବିଜୁ ମହିଳା ଜନତା ଦଳ (ବିଏମଜେଡି) ର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ତୁରନ୍ତ ପ୍ରଭାବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ବିଏମଜେଡିର ସଭାପତି ଭାବରେ ନିଯୁକ୍ତ କରିଛନ୍ତି…

ଏସିଆ କପ ହକି ସୁପର ଫୋର: ମାଲେସିଆ ବିପକ୍ଷରେ ଭାରତର ବୃହତ ବିଜୟ

ରାଜଗୀର: ବିହାରରେ ଚାଲିଥିବା ଏସିଆ କପ ହକିରେ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ଭାରତ ସୁପର ଫୋରର ଦ୍ୱିତୀୟ ମୁକାବିଲାରେ ମାଲେସିଆକୁ ୪-୧ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ ତାର ସ୍ଥିତି ମଜଭୁତ କରିଛି । ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତ ବିପକ୍ଷରେ ପ୍ରଥମ…

ଆଇଏସଏସଏଫ ବିଶ୍ୱକପ : ଭାରତୀୟ ଟିମରେ ଓଡିଶାର କଶିକା ପ୍ରଧାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଶୁଟର କଶିକା ପ୍ରଧାନଙ୍କ ନିକଟରେ ଆନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆଇଏସଏସଏଫ ବିଶ୍ୱକପ ରାଇଫଲ/ପିସ୍ତଲରେ କଶିକାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି । ସେପ୍ଟେମ୍ବର ୭ରୁ ୧୫ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ…

ଏନଆଇଆରଏଫ ରାଙ୍କିଙ୍ଗ୍‌ସ ୨୦୨୫: ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ସୋଆ

ଭୁବନେଶ୍ୱର: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ ହୋଇଛି। ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସ୍‌ନାଲ୍…

ଶୁଭମନ, ଅଭିଷେକଙ୍କୁ ଗଲ୍ଫ ଖେଳିବାକୁ କହିଲେ ଯୁବରାଜ

ନୂଆଦିଲ୍ଲୀ: ଭାରତକୁ ୨ ଥର ବିଶ୍ୱକପ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଯୁବରାଜ ସିଂ ଏବେ ତାଙ୍କ ଶିଷ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଶୁଭମନ ଗିଲ ଓ ଅଭିଷେକ ଶର୍ମାଙ୍କୁ ସେ ଗଲ୍ଫ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି । କିଛି ଦିନ ତଳେ ଭାରତର ପୂର୍ବତନ ଅଧିନାୟକ କପିଳ…