ଟାଇଗର ଶ୍ରଫଙ୍କ ବାଗୀ ୪କୁ ମିଳିଲା ୨୩ କଟ, ଏ ସାର୍ଟିଫିକେଟ
ନୂଆଦିଲ୍ଲୀ: ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ବାଗୀ ୪ରେ ଅତ୍ୟଧିକ ହିଂସା ରହିଥିବା ଯୋଗୁ ସେନ୍ସର ବୋର୍ଡ କଠୋର ପଦକ୍ଷେପ ଗ୍ରହଣ କରିଛି । ରିପୋର୍ଟ ମୁତାବକ ବାଗୀ ୪ରେ ୨୩ କଟ ଲଗାଯିବା ସହ ଏ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପୂର୍ବରୁ ଟାଇଗର ଅନେକ ପାରିବାରିକ ଫିଲ୍ମ କରିଛନ୍ତି । ପ୍ରଥମ ଥର…