ED Summon Shikhar Dhawan: ବଢିଲା ଶିଖର ଧୱନଙ୍କ ସମସ୍ୟା: ଏହି ମାମଲାରେ ପଚରାଉଚରା ପାଇଁ ସମନ କଲା ଇଡି
ନୂଆଦିଲ୍ଲୀ: ବଢିଲା ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ସମସ୍ୟା। ଦିଲ୍ଲୀ ଇଡି ଅଫିସ୍ରେ ପହଞ୍ଚିଲେ କ୍ରିକେଟର ଶିଖର ଧୱନ। ବେଆଇନ୍ ବେଟିଂ ଆପ୍ ମାମଲାରେ ଜେରା କରିବ ଇଡି। ପୂର୍ବରୁ ସୁରେଶ ରୈନାଙ୍କୁ ଜେରା କରିଥିଲା ଇଡି। ସୂଚନା ଅନୁଯାୟୀ, ଏଜେନ୍ସି ଅନଲାଇନ୍ ବେଟିଂ…