Latest Odisha News

BREAKING NEWS

Monthly Archives

September 2025

ଏସିଆ କପ ହକି: ସୁପର ଫୋରରେ ଭାରତ-କୋରିଆ ମ୍ୟାଚ ଡ୍ର

ରାଜଗୀର: ବିହାରର ରାଜଗୀରରେ ଚାଲିଥିବା ଏସିଆ କପ ହକିରେ ବୁଧବାର ଭାରତ ଓ କୋରିଆ ମଧ୍ୟରେ ସୁପର ଫୋରର ଏକ ରୋମାଂଚକ ମୁକାବିଲା ଡ୍ରରେ ଶେଷ ହୋଇଛି । ଶେଷ କ୍ୱାର୍ଟରରେ ଭାରତ ଗୋଲ ସ୍କୋର କରିବା ଯୋଗୁ ମ୍ୟାଚ ୨-୨ରେ ଡ୍ର ରହିଥିଲା । ହାର୍ଦ୍ଦିକ ସିଂଙ୍କ ଚମତ୍କାର ଗୋଲ ସହାୟତାରେ ଭାରତ…

ଇରଫାନଙ୍କ ବୟାନ ପରେ ସୋସିଆଲ ମିଡିଆରେ ଧୋନୀଙ୍କ ହୁକ୍କା ମୀମ୍ସର ଝଡ

ନୂଆଦିଲ୍ଲୀ: ନିକଟରେ ଇରଫାନ ପଠାନଙ୍କ ଏକ ପୁରୂଣା ବୟାନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ୨୦୨୦ରେ ଧୋନୀ ଏକ ସାକ୍ଷାତକାରରେ କହିଥିଲେ ମୁଁ ଏଠାକୁ ଖେଳିବାକୁ ଆସିଛି । ମହେନ୍ଦ୍ର ସିଂ ଧୋନୀଙ୍କ ରୁମକୁ ଯାଇ ତାଙ୍କ ପାଇଁ ହୁକ୍କା ପ୍ରସ୍ତୁତ କରିବା ମୋ କାମ ନୁହେଁ । ପଠାନ…

ପୂଜା ପୂର୍ବରୁ ସରିବ କଟକ ଓ ଭୁବନେଶ୍ୱରର ରାସ୍ତା ମରାମତି କାମ

ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଜନସାଧାରଣଙ୍କ ଯାତାୟାତକୁ ନଜରରେ ରଖି ଓଡ଼ିଶା ସରକାର ସହରର ପ୍ରମୁଖ ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟ ସେପ୍ଟେମ୍ବର ୨୦ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ସେପ୍ଟେମ୍ବର ୬ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ…

Reels ପାଇଁ ଇନଷ୍ଟାଗ୍ରାମରେ ଆସୁଛି TikTok ଭଳି ଫିଚର, ଅପେକ୍ଷା କରିଛନ୍ତି ୟିଜର୍ସ

ନୂଆଦିଲ୍ଲୀ: ମେଟାର ଇନଷ୍ଟାଗ୍ରାମ ନିରନ୍ତର ତା’ର ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିବା ଉପରେ କାମ କରୁଛି। ବର୍ତ୍ତମାନ କମ୍ପାନୀ ରିଲ୍ସରେ ପିକ୍ଚର-ଇନ-ପିକ୍ଚର (PiP) ଫିଚରର ପରୀକ୍ଷଣ କରୁଛି। ଏହି ଫିଚର ଉପଭୋକ୍ତାଙ୍କୁ ମଲ୍ଟିଟାସ୍କିଂର ଏକ ନୂଆ ଅନୁଭୂତି ପ୍ରଦାନ କରିବ। ଏହାର ଅର୍ଥ ସ୍ପଷ୍ଟ…

ଜଳପ୍ରପାତରୁ ୟୁଟ୍ୟୁବରଙ୍କ ମିଳିଲା ମୃତଦେହ

ଭୁବନେଶ୍ୱର: ନିକଟରେ କୋରାପୁଟର ଡୁଡୁମା ଜଳପ୍ରପାତରେ ଭିଡିଓ ସୁଟିଂ କରୁଥିବା ସମୟରେ ଭାସି ଯାଇଥିବା ୨୨ ବର୍ଷୀୟ ୟୁଟ୍ୟୁବର ସାଗର କୁଣ୍ଡୁଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର କରାଯାଇଛି। ଏହି ମୃତଦେହ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରୁ ପ୍ରାୟ ୩ କିଲୋମିଟର ଦୂରରୁ ମିଳିଛି। ସୂଚନା…

ଏସିଆ କପ କ୍ରିକେଟ: ବିଶ୍ୱରେକର୍ଡ ପାଇଁ ସୂର୍ଯ୍ୟକୁମାରଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଏସିଆ କପ ଟି୨୦ କ୍ରିକେଟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନିକଟରେ ବିଶ୍ୱରେକର୍ଡ କରିବା ପାଇଁ ରହିଛି ସୁଯୋଗ । ସୂର୍ଯ୍ୟକୁମାର ଆନ୍ତର୍ଜାତୀୟ ଟି୨୦ରେ ୪ଟି ଶତକ ହାସଲ କରିଛନ୍ତି । ଯଦି ଏସିଆ କପରେ ସେ ୨ଟି ଶତକ ହାସଲ କରିବେ ତେବେ ସର୍ବାଧିକ ଶତକ ହାସଲକାରୀ…

ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ଓଡ଼ିଶା ଡିଜିପିଙ୍କୁ ଏନଏଚଆରସିଙ୍କ ନୋଟିସ୍

ଭୁବନେଶ୍ୱର: ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ସ୍ବତଃ ସଂଜ୍ଞାନ ନେଇଛନ୍ତି। ସୂଚନା ଅନୁଯାୟୀ, ୨୯ ଅଗଷ୍ଟ ୨୦୨୫ରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ବ୍ୟକ୍ତି ଅନେକ ଥର ଛୁରାମାଡ଼ କରିଥିଲେ।…

ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଲା। ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ଓଡିଶା ହାଇକୋର୍ଟ। ୬ ସପ୍ତାହ ଭିତରେ ବିଜ୍ଞପ୍ତି ପାଇଁ ସରକାରଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସଂରକ୍ଷଣ ନିୟମ ଆଧାରରେ ସାନି ବିଜ୍ଞପ୍ତି ପାଇଁ କହିଲେ ହାଇକୋର୍ଟ। ଏହି…

ବିଦ୍ୟାଳୟ ସହ ମିଶିବ ଅଙ୍ଗନବାଡି କେନ୍ଦ୍ର, ଆନୁଷ୍ଠାନିକ ଭାବେ ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ନିଷ୍ପତ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର ଯୋଡ଼ିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆନୁଷ୍ଠାନିକ ଭାବେ ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ନିଷ୍ପତ୍ତି ନିଆଯାଇଛି। ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ…

Ofek-19 Spy Satellite: ଇସ୍ରାଏଲ ଲଞ୍ଚ କଲା ଗୁଇନ୍ଦା ସାଟେଲାଇଟ୍, ୨୪ ଘଣ୍ଟା ଶତ୍ରୁ ଉପରେ ରଖିବ ନଜର

ନୂଆଦିଲ୍ଲୀ: ଇସ୍ରାଏଲ ଲଞ୍ଚ କଲା ଗୁଇନ୍ଦା ସାଟେଲାଇଟ୍। ‘ଅଫେକ ୧୯’କୁ ମଙ୍ଗଳବାର ବିଳମ୍ବିତ ରାତିରେ ମହାକାଶକୁ ସଫଳତାର ସହ ଲଞ୍ଚ କରିଛି ଇସ୍ରାଏଲ। ସୂଚନା ଅନୁସାରେ, ଏହି ସାଟେଲାଇଟ୍‌ ଯୋଜନା ଅନୁସାରେ କାମ କରୁଛି। ଏହା ସହାୟତାରେ ଇସ୍ରାଏଲ ଶତ୍ରୁ ଉପରେ ନଜର ରଖିପାରିବ ଓ ପ୍ରତି ଗତିବିଧି…