Maoists surrender: ୨୦ ନକ୍ସଲଙ୍କ ଆତ୍ମସମର୍ପଣ, ମୁଣ୍ଡରେ ଥିଲା ୩୩ ଲକ୍ଷର ପୁରସ୍କାର ରାଶି
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ନକ୍ସଲ ପ୍ରଭାବିତ ବସ୍ତର ଡିଭିଜନର ସୁକମାରେ ନିୟଦ ନେଲନାର ଯୋଜନା ଏବଂ ନୂତନ ନକ୍ସଲ ପୁନର୍ବାସ ନୀତିର ପ୍ରଭାବ ଦେଖିବାକୁ ମିଳିଛି । ସୁରକ୍ଷା ବାହିନୀର ନକ୍ସଲ ବିରୋଧୀ ଅଭିଯାନରେ ଏହି ବର୍ଷ ଅନେକ ବଡ଼ ନକ୍ସଲ ନିହତ ହୋଇଛନ୍ତି। ଏହି କ୍ରମରେ…