Utkal university: ପୁଣି ଅଶାନ୍ତ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍; ଘଟଣାସ୍ଥଳରେ ପୋଲିସ
ଭୁବନେଶ୍ବର: ସେପ୍ଟେମ୍ବର ୪ ସୁଦ୍ଧା ହଷ୍ଟେଲ୍ ଛାଡ଼ିବାକୁ ନୋଟିସ୍ ଲାଗିବାର ୨୪ ଘଣ୍ଟା ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଶାନ୍ତ ହୋଇ ଉଠିଛି । ମଙ୍ଗଳବାର ରାତି ପ୍ରାୟ ଆଠ ପର ଠାରୁ ଏହି ଉତ୍ତେଜନା ବୃଦ୍ଧି ପାଇଛି । ଖବର ଅନୁସାରେ ଅଣଛାତ୍ରମାନେ ଏକ ନମ୍ବର ହଷ୍ଟେଲ ବା ‘ଗୋପବନ୍ଧୁ…