୫୬ତମ ଜିଏସଟିି ବୈଠକରେ ଯୋଗ ଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ସାମଗ୍ରୀ ଏବଂ ସେବା ଟିକସ (ଜିଏସଟିି) ପରିଷଦର ୫୬ତମ ବୈଠକ ବୁଧବାର ଦିନ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ।
ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିଷଦର…