Latest Odisha News

BREAKING NEWS

Monthly Archives

September 2025

ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ମାମଲା: ଗିରଫ ହେଲେ ମଧୁସ୍ମିତା ସିଂ

ଭୁବନେଶ୍ବର: ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪…

ଦିଲ୍ଲୀ ଦଙ୍ଗା ଘଟଣା: ଉମର ଖାଲିଦ ଓ ଶାର୍ଜିଲ ଇମାମଙ୍କ ସହ ୭ ଜଣଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ସହିତ ଜଡିତ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସାଙ୍ଘାତିକ ଷଡ଼ଯନ୍ତ୍ର ମାମଲାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ଶାର୍ଜିଲ ଇମାମ ଏବଂ ଅନ୍ୟ ସାତ ଜଣଙ୍କୁ ଜାମିନ ଦେବାକୁ…

କୋଲକାତା ଅଭିମୁଖେ ଯାଉଥିବା ବିମାନରେ ପକ୍ଷୀ ଧକ୍କା; ଫ୍ଲାଇଟର ଜରୁରୀ ଅବତରଣ

ନାଗପୁର: ନାଗପୁରରୁ କୋଲକାତା ଯାଉଥିବା ବିମାନକୁ ଜରୁରୀକାଳୀନ ସ୍ଥିତି ଯୋଗୁ ନାଗପୁର ଫେରାଇ ଦିଆଯାଇଛି। ଅଧିକାରୀଙ୍କ କହିବାନୁଯାୟୀ, ସକାଳେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ହେବା ପରେ ବିମାନକୁ ଫେରି ଆସିଥିଲା। ବିମାନରେ ପ୍ରାୟ ୧୬୦ରୁ ୧୬୫ ଜଣ…

Arrest : ଗୋପାଳପୁର ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା; ଅପହରଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ

ଗଞ୍ଜାମ: ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁ ଗିରଫ। ଗିରଫ କଲା ଗୋପାଳପୁର ପୋଲିସ । ନାବାଳିକାକୁ ଅପହରଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ । ନାବାଳିକାଙ୍କ ବାପା ମାଆଙ୍କ ଅଭିଯୋଗରେ ବାନ୍ଧିଲା ପୋଲିସ । ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିବା ପରେ ଏହି…

ଜୁଆ ଖେଳ ଚାଲିଥିବା ବେଳେ ପୋଲିସର ଚଢଉ, ୪ ଜୁଆଡ଼ି ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ମାଟିଖାଲ ଅଞ୍ଚଳରେ ଚାଲିଥିଲା ଜୁଆ ଆଡ୍ଡା। ଜମିଥିଲା ଆସର। ଖବର ପାଇ ଅତର୍କିତ ଚଢାଉ କଲେ ପୋଲିସ। ଫଳରେ ଘଟଣାସ୍ଥଳରୁ ୪ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ। ଏହାସହ ୪୪ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଛି। ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା…

Trump Tariff On Medicines: ଔଷଧ କମ୍ପାନୀଗୁଡ଼ିକ ଉପରେ ୨୦୦% ଶୁଳ୍କ ଲଗାଇବେ ଟ୍ରମ୍ପ! କ’ଣ ରହିଛି ନୂଆ ଯୋଜନା?

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲାଗୁ କରିବା ପରେ, ଏବେ ନୂତନ ଶୁଳ୍କ ଯୋଜନା କରୁଛନ୍ତି । ଏଥର ଔଷଧ କମ୍ପାନୀଗୁଡ଼ିକ ଉପରେ ୨୦୦% ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି । ଏକ ରିପୋର୍ଟ ଅନୁଯାୟୀ, କିଛି ଔଷଧ ଉପରେ ଏହି ଶୁଳ୍କ ଲାଗୁ ହୋଇପାରେ । ଅଟୋ…

Anti-Drug Drive: ନିଶା ବେପାରୀଙ୍କ ଉପରେ ଅପରେସନ ‘ପ୍ରହାର’: ଦିନକରେ ୭୪ ନିଶା ବେପାରୀ ଗିରଫ

ଭୁବନେଶ୍ୱର: ଏଣିକି ସାବାଡ ହେବେ ନିଶାଡି ଏବଂ ନିଶା କାରବାର କରୁଥିବା ଲୋକ। ନିଶା ନିବାରଣ, ଚାଲାଣ ଏବଂ ଅବୈଧ ବିକ୍ରୟର ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ସହରରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ…

‘ମୋ ମାଆଙ୍କୁ ଗାଳି ଦେଲେ, ତାଙ୍କର କ’ଣ ଭୁଲ୍ ଥିଲା’: ଗାଳି ରାଜନୀତିକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ବିହାରର ଜୀବିକା ନିଧି କ୍ରେଡିଟ୍ କୋଅପରେଟିଭ୍ ୟୁନିଅନ୍ ଲିମିଟେଡ୍‌କୁ ଭର୍ଚୁଆଲ୍ ଭାବରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତର ବିକାଶର ଏକ ପ୍ରମୁଖ ଆଧାର ହେଉଛି ମହିଳା ସଶକ୍ତିକରଣ ଏବଂ…

ପୋଲିସକୁ ଗୁଳି କରି ଚମ୍ପଟ୍ ମାରିଲେ ଆପ୍ ବିଧାୟକ

ଚଣ୍ଡୀଗଡ଼: ପଞ୍ଜାବ ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ହରମିତ୍ ସିଂହ ପଠାଣମାଜରାଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା। ପୋଲିସ ଅଭିଯୋଗ ଅନୁଯାୟୀ, ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଏବଂ ଜଣେ ପୋଲିସକର୍ମୀଙ୍କ ଉପରେ ତାଙ୍କ ଗାଡ଼ି ଚଢାଇ…