Latest Odisha News

BREAKING NEWS

Monthly Archives

September 2025

k kavitha suspended: ବିଆରଏସରୁ ନିଲମ୍ବିତ ହେଲେ କେ. କବିତା, କାହିଁକି ଏତେ ବଡ ନିଷ୍ପତ୍ତି ନେଲେ ବାପା କେସିଆର?

ହାଇଦ୍ରାବାଦ: ତେଲେଙ୍ଗାନା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତ ରାଷ୍ଟ୍ର ସମିତି (BRS) ବିଧାନ ପରିଷଦ ସଦସ୍ୟ (MLC) କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଆରଏସ ଦଳର ମୁଖ୍ୟ ହେଉଛନ୍ତି କେ. କବିତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ (KCR) । ସେ କେ. କବିତାଙ୍କୁ…

TET Mandatory: ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା; ଶିକ୍ଷକଙ୍କ…

ଭୁବନେଶ୍ବର:ସୁପ୍ରିମକୋର୍ଟ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌)କୁ ବାଧ୍ୟତାମୂଳକ(TET Mandatory ) କରିଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ…

First Made-In-India Chip: ମୋଦିଙ୍କ ହାତରେ ଦେଶର ପ୍ରଥମ ଚିପ୍ ‘VIKRAM3201’

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକାର ଶୁଳ୍କ ଲାଗୁ ପରେ ଏବେ ସ୍ବଦେଶୀ ଉପରେ ଗୁରୁତ୍ବାରୋପ କରୁଛି ଦେଶ । ‘ମେକ୍ ଇନ୍ ଇଣ୍ଡିଆ’, ‘ଭୋକାଲ ଫର୍ ଲୋକାଲ’କୁ ଆପଣାଇବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଏହାରି ଭିତରେ ଚିପ୍ ବିପ୍ଳବରେ ଭାରତ ଏକ ବଡ଼…

ରେଳ କର୍ମଚାରୀଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ମିଳିବ ୧ କୋଟି ଟଙ୍କାର ବର୍ଦ୍ଧିତ ବୀମା ସୁରକ୍ଷା

ଭୁବନେଶ୍ବର: ଏସବିଆଇରେ ବେତନ ଖାତା ଥିବା ରେଳ କର୍ମଚାରୀଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ମିଳିବ ୧ କୋଟି ଟଙ୍କାର ବର୍ଦ୍ଧିତ ବୀମା ସୁରକ୍ଷା । ରେଳ କର୍ମଚାରୀଙ୍କୁ ୧.୬ କୋଟି ଟଙ୍କାର ବିମାନ ଦୁର୍ଘଟଣା (ମୃତ୍ୟୁ) ବୀମା ସୁରକ୍ଷା ଏବଂ ରୂପେ ଡେବିଟ୍‌ କାର୍ଡ ଉପରେ ୧ କୋଟି ଟଙ୍କା…

Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ; ଏହି ସବୁକୁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ଵର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଫଳରେ ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ହେଉଥିବା ଜଣାପଡ଼ିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା…

ଆରାମ କରିବା ପାଇଁ ବୁମରାହଙ୍କୁ ବିସିସିଆଇ ଦେବ ୧୮ କୋଟି ଟଙ୍କ । !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମୂଖ୍ୟ ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ନେଇ ପୂର୍ବ ବୋଲିଂ କୋଚ ଭରତ ଅରୁଣ ଏକ ଅଜବ ବୟାନ ଦେଇଛନ୍ତି । ବୁମରାହଙ୍କୁ ଫିଟ ରଖିବା ପାଇଁ ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ଗୁରୁତ୍ୱପୂର୍ଣ୍ଣ ସିରିଜ ପୂର୍ବରୁ ଯଦି ଆଇପିଏଲ ଆୟୋଜିତ ହେବାକୁ ଅଛି ବିସିସିଆଇ…

Donald Trump Mock Funeral: ଟାରିଫ୍ ଚାପ ଭିତରେ ସରିଲା ଟ୍ରମ୍ପଙ୍କ ‘ଶେଷ ସଂସ୍କାର’, ପ୍ରତିକାତ୍ମକ…

ଭୋପାଳ: ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍ ନୀତି ପାଇଁ ଏବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସବୁଠି ସମାଲୋଚିତ ହେଉଥିବା ବେଳେ  ଟ୍ରମ୍ପଙ୍କ ଉପରେ କ୍ରୋଧିତ ଅଛନ୍ତି ଭାରତର ଲୋକମାନେ । ଭାରତର ଲୋକମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଏତେ କ୍ରୋଧିତ ଯେ ସେମାନେ…

Naxalites Arrested:ପୋଲିସକୁ ବଡ଼ ସଫଳତା, ୩ ହାର୍ଡକୋର ମାଓବାଦୀ ଗିରଫ

ରାୟପୁର: ଛତିଶଗଡ଼ ସୁକମା ଜିଲ୍ଲା ପୋଲିସକୁ ବଡ଼ ସଫଳତା। ଚିନ୍ତାଗୁଫା ଜଙ୍ଗଲରୁ ୩ ହାର୍ଡକୋର ମାଓବାଦୀ ଗିରଫ।ଜଙ୍ଗଲରେ IED ଖଞ୍ଜୁଥିବା ବେଳେ ୩ ମାଓବାଦୀ ଗିରଫ। ପୋଲିସ ଓ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ଗିରଫ ହୋଇଛନ୍ତି ମାଓବାଦୀ। ତେବେ ଜିଲ୍ଲା ପୋଲିସ ଓ CRPF କୋବ୍ରା…

ଦୁଇ ଯୁବକଙ୍କୁ ହାଣି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲା ସିରସଟି ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ । ଯୁବକଙ୍କୁ ହାଣି ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି ଲାଲବାହିନୀ । ମୃତକମାନେ ହେଲେ ପଦାମ ପୋଜ୍ଜା ଏବଂ ପଦାମ…

ବେଙ୍ଗାଲୁରୁରେ ନିର୍ମାଣ ସ୍ଥଳରେ କାମ କରୁଥିଲେ ଖୋର୍ଦ୍ଧାର ଆଦିବାସୀ ଯୁବକ; ଫୋନ୍ ଆସିଲା, ‘NEET ପାସ୍…

ଭୁବନେଶ୍ୱର: ନିଷ୍ଠା ଥିଲେ ପ୍ରତିଷ୍ଠା ଆସେ। ଆଜିର ପରିଶ୍ରମ ନିର୍ଭର କରେ ଆସନ୍ତାକାଲିର ଫଳାଫଳ ଉପରେ। ହଁ ଆଜ୍ଞା ଅନେକ ଯଦିଓ ବର୍ତ୍ତମାନର ସ୍ଥିତିକୁ ଭାବି ଭାବି ଭବିଷ୍ୟତ ଖରାପ ବୋଲି ଭାବନ୍ତି କିନ୍ତୁ ଶୁଭମଙ୍କ କ୍ଷେତ୍ରରେ ଓଲଟା କିଛି ଘଟିଛି। ଯିଏକି ପାଠ ପଢି ସାରି ନିଜ ରାଜ୍ୟ ଛାଡି…