S Jaishankar at UN: ନାଁ ନନେଇ ପାକିସ୍ତାନକୁ ଭର୍ତ୍ସନା କରି କହିଲେ ଜୟଶଙ୍କର, “ଆତଙ୍କବାଦର ଗନ୍ତାଘର…
ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ସଭା (UNGA)ରେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପାକିସ୍ତାନର ନାମ ନ ନେଇ କଡ଼ା ସମାଲୋଚନା କରିଥିଲେ। ସେ ଏବଂ ଭାରତୀୟ ପ୍ରତିନିଧି ରେଣ୍ଟାଲା ଶ୍ରୀନିବାସ ପାକିସ୍ତାନକୁ ଆତଙ୍କବାଦର ଗନ୍ତାଘର ଏବଂ ସମଗ୍ର ବିଶ୍ୱ ପାଇଁ ବିପଦ ବୋଲି କହିଥିଲେ। ବୈଦେଶିକ ମନ୍ତ୍ରୀ…