Latest Odisha News

BREAKING NEWS

Monthly Archives

September 2025

ଏସଆଇ ପରୀକ୍ଷା ବାତିଲ କରିବାରେ ସରକାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି: ବିଜେଡି

ଭୁବନେଶ୍ୱର: ଓଡିଶା ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷାକୁ ଆଜି ଓପିଆରବି ଦ୍ୱାରା ସ୍ଥଗିତ ରଖାଯିବାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଛାତ୍ର ବିଜୁ ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ଗତ ୧୫ ମାସର…

ଏସିଆ କପ: ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇବା ପାଇଁ ପିସିବି, ନକଭିଙ୍କ ଉପରେ ପଡିଲା ଚାପ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ବିବାଦ ଅବସିରରେ ଭାରତକୁ ଏକ ବଡ ବିଜୟ ହାତ ଲାଗିଛି । ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟାଇଟଲ ୯ମ ଥର ପାଇଁ ହାସଲ କରିଥିଲା । ତେବେ ଟିମ ଇଣ୍ଡିଆ ପାକିସ୍ତାନ ମୂଖ୍ୟ ମୋହସୀନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବା ପାଇଁ ମନା କରି ଦେଇଥିଲା । ଏହା ପରେ…

୧୭,୭୬୨ କୋଟି ଟଙ୍କାରେ ବିକ୍ରି ହୋଇପାରେ ଆରସିବି

ବେଙ୍ଗାଲୁର: ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଆଇପିଏଲ ଟ୍ରଫି ହାସଲ କରିବାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ଆରସିବି ଟିମ ଏବେ ବିକ୍ରି ହେବାକୁ ଯାଉଛି । ଡିଏଗୋର ସହାୟକ କମ୍ପାନୀ ୟୁନାଇଟେଡ ସ୍ପିରିଟ ଲିମିଟେଡ ତାଙ୍କ ଟିମ ଆରସିବିକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ…

କେନ୍ଦ୍ରୀୟ ବଙ୍ଗୋପସାଗରର ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଏକ ଲଘୁଚାପ କ୍ଷେତ୍ର । ଏହା ଅକ୍ଟୋବର ୧ ଅର୍ଥାତ୍ ବୁଧବାର ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି ।୩ ତାରିଖରେ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ…

ପାକିସ୍ତାନ ଖେଳାଳିଙ୍କ ଉପରେ ବଢ଼ିଲା କଟକଣା, ଖେଳି ପାରିବେନି ବିଦେଶୀ ଲିଗ

କରାଚୀ: ଏସିଆ କପରେ ଭାରତ ନିକଟରୁ ଫାଇନାଲରେ ହାରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ଦେଶର ଖେଳାଳିଙ୍କ ଉପରେ କଟକଣା ବଢ଼ାଇବାରେ ଲାଗିଛି । ଏବେ ବିଦେଶୀ ଟି୨୦ ଲିଗ ପାଇଁ ପିସିବି ଏନଓସି ଦେବାକୁ ମନା କରିଦେଇଛି । ଫଳରେ ସେମାନେ ଆଉ ବିଦେଶୀ ଲିଗରେ ଖେଳି ପାରିବେନି । କ୍ରିକଇନଫୋ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ଆଖିବୁଜିଲେ ୩ଯୁବକ

ନୟାଗଡ଼: ଶାରଦୀୟ ଦୁର୍ଗାପୂଜାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଓଡଗାଁ ଥାନା ଗୋଡିପଲ୍ଲୀ ନିକଟରେ ବୁଲେଟ୍ ଏବଂ ବାଇକ୍ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୩ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଦୁଇ ବାଇକ୍ ୧୦ ଫୁଟ ଉପରକୁ ଉଠି ତଳେ…

ଜିନ୍ଦଲ ଷ୍ଟିଲର ଅନୁଗୁଳ ପ୍ଲାଣ୍ଟରେ ନୂଆ ବିଓଏଫ୍ ଆରମ୍ଭ, ବାର୍ଷିକ ଉତ୍ପାଦନ କ୍ଷମତା ୯ ମିଲିୟନ ଟନକୁ ବୃଦ୍ଧି

ଅନୁଗୁଳ: ଜିନ୍ଦଲ ଷ୍ଟିଲର ଅନୁଗୁଳ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟରେ ୨୫୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ବେସିକ ଅକ୍ସିଜେନ ଫର୍ନେସ କନଭର୍ଟରର ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା କମ୍ପାନିର ଷ୍ଟିଲ ଉତ୍ପାଦନ କ୍ଷମତା ବାର୍ଷିକ ୩ ମିଲିୟନ ଟନ୍ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁଗୁଳ ଷ୍ଟିଲ ପ୍ଲାଣ୍ଟର…

ଅକ୍ଟୋବର ୨ରେ ଆରମ୍ଭ ହେବ ଡ୍ରଗ୍ସଫ୍ରି ସଚେତନତା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ବର: ଡ୍ରଗ୍ସ ଫ୍ରି ଭୁବନେଶ୍ୱର ପାଇଁ ଆୟୋଜନ ହେବ ଦ୍ୱତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ । ଅକ୍ଟୋବର ୨ରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅକ୍ଟୋବର ୨ରୁ ଏକ ମାସ ପାଇଁ ଚାଲିବ କାର୍ଯ୍ୟକ୍ରମ । ପ୍ରଚାର ସମୟରେ ବାର୍ତ୍ତା ପ୍ରସାର ପାଇଁ ପିଆର ଏବଂ…

ଗ୍ରାମାଞ୍ଚଳରେ ବଢିବ ରୋଜଗାର, ଆରମ୍ଭ ହେବ ଓଡ଼ିଶା ହୋମଷ୍ଟେ ପ୍ରତିଷ୍ଠା ଯୋଜନା-୨୦୨୫

ଭୁବନେଶ୍ବର: ଗ୍ରାମାଞ୍ଚାଳ ଲୋକଙ୍କ ରୋଜଗାର ବୃଦ୍ଧି କରିବାକୁ ସରକାରଙ୍କ ବଡ ନିଷ୍ପତ୍ତି । ଏଣିକି ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ । ଫଳରେ ଗ୍ରାମାଞ୍ଚଳରେ ବଢ଼ିବ ରୋଜଗାର । ଏଥିପାଇଁ ଓଡ଼ିଶା ହୋମଷ୍ଟେ ପ୍ରତିଷ୍ଠା ଯୋଜନା-୨୦୨୫ କାର୍ଯ୍ୟକାରୀ ହେବ ବୋଲି ଆଜି ସୂଚନା ଦେଇଛନ୍ତି…

ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିରର ୧କିମି ପରିଧି ଭିତରେ ମିଳିବନି ମଦ ଓ ଆମିଷ: ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିରର ବଡ଼ଦାଣ୍ଡ ସମେତ ଏକ ଗୋଟେ କିଲୋମିଟର ପରିଧି ଯାଏଁ ରହିବନି କୌଣସି ମଦ ଦୋକାନ । ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ କରିବା ପାଇଁ ମୋହନ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏନେଇ ଆଜି ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅବସରରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ…