Schools Close: ପ୍ରବଳ ବର୍ଷା ପାଇଁ ମାଲକାନଗିରିରେ ସ୍କୁଲ ଛୁଟି ଘୋଷଣା
ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ୍ ଛୁଟି। ସ୍କୁଲ୍ ଛୁଟି ଘୋଷଣା କଲେ ମାଲକାନଗିରି ଜିଲ୍ଲାପାଳ। ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା। ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସ୍କୁଲ୍ ଛୁଟି। ଶିକ୍ଷକମାନେ ସ୍କୁଲ୍ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ।
ବଙ୍ଗୋପସାଗର…