Latest Odisha News

BREAKING NEWS

Monthly Archives

September 2025

Odisha Police Exam: ଅକ୍ଟୋବର ୫ ଓ ୬ରେ ଓଡିଶା ପୋଲିସ ଏସଆଇ ପରୀକ୍ଷା, ୱେବସାଇଟ୍‌ରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ୱର: ଆଗାମୀ ଦୁର୍ଗା ପୂଜା ବିସର୍ଜନ ଉତ୍ସବ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ନେଇ ପ୍ରାର୍ଥୀଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ମିଳିତ ପୋଲିସ ସେବା ପରୀକ୍ଷା (CPSE)-୨୦୨୪ ର ସମୟସୂଚୀକୁ ପୁନଃନିର୍ଦ୍ଧାରିତ କରିଛି। ଓଡିଶା ପୋଲିସ…

ମୋ ଫିଲ୍ମ ରିଲିଜ୍ ଅଟକାଇ ଦେଲେ, କିନ୍ତୁ ପାକ ସହ ମ୍ୟାଚ୍…  

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ତାଙ୍କର ସ୍ପଷ୍ଟବାଦିତା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ପହଲଗାମ ଆକ୍ରମଣ ପରେ ପଞ୍ଜାବୀ ଫିଲ୍ମ "ସର୍ଦ୍ଦାରଜୀ ୩"ରେ ପାକିସ୍ତାନୀ କଳାକାରଙ୍କ ଅଭିନୟକୁ ନେଇ ଭାରତରେ ଫିଲ୍ମ ରିଲିଜ ବ୍ୟାନ କରାଯାଇଥିଲା। କିନ୍ତୁ…

CBSE Board Exams: ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ସିବିଏସ୍‌ଇ ଦଶମ ଓ ଯୁକ୍ତ-୨ ପରୀକ୍ଷା

ଭୁବନେଶ୍ୱର: ୨୦୨୬ ଫେବ୍ରୁଆରୀ ୧୭ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦଶମ ଓ ଦ୍ୱାଦଶ (ଯୁକ୍ତଦୁଇ) ବୋର୍ଡ ପରୀକ୍ଷା ହେବ। ଆସନ୍ତା ବର୍ଷ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ହେବା ନେଇ ଏବେଠାରୁ ସୂଚନା ଜାରି ହୋଇଛି। ଏନେଇ ବୁଧବାର ସିବିଏସ୍‌ଇ ପକ୍ଷରୁ ସୂଚନା ମିଳିଛି।…

Table Tennis: ଏବେଠାରୁ ସ୍କୁଲ ପିଲା ବି ଖେଳିବେ ଟେବୁଲ ଟେନିସ

ଭୁବନେଶ୍ବର: ଏଣିକି ସ୍କୁଲ ପିଲା ଖେଳିବେ ଟେବୁଲ ଟେନିସ। ସ୍କୁଲରେ ଟେବୁଲ ଟେନିସକୁ ପହଞ୍ଚାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସହ ଆଲୋଚନା ସରିଛି। ଏନେଇ ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ। ଦୀର୍ଘ ୧୬ ବର୍ଷ ପରେ ଭାରତକୁ ଫେରିଛି ଏସିଆନ ଟେବୁଲ ଟେନିସ ଟିମ୍ ଚମ୍ପିଆନସିପ୍। ଏହାସହ ଓଡିଶାରେ…

Bihar Election 2025: “NDA ଜିତିଲେ ବି ମୁଖ୍ୟମନ୍ତ୍ରୀ ହେବେନି ନୀତିଶ କୁମାର” ନିର୍ବାଚନ ପୂର୍ବରୁ…

ପାଟନା: ବିହାର ବିଧାନସଭା ନିର୍ବାଚନ ଯେକୌଣସି ସମୟରେ ଘୋଷଣା ହୋଇପାରେ। ବିହାରରେ ଏବେ ରାଜନୀତି ମଇଦାନକୁ ଗରମ ରହିଥିବା ବେଳେ ସମସ୍ତ ଦଳ ସେମାନଙ୍କର ନିର୍ବାଚନ ପ୍ରସ୍ତୁତିକୁ ତୀବ୍ର କରିଛନ୍ତି। ଏହି ପରିପ୍ରେକ୍ଷୀରେ, AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ବୁଧବାରଠାରୁ ରାଜ୍ୟ ଗସ୍ତ କରୁଛନ୍ତି।…

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା;ଆସନ୍ତାକାଲି ମୁଣ୍ଡଳିରେ ଏତିକି କ୍ୟୁସେକ୍ ଜଳ ହେବ ପ୍ରବାହିତ…

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍ ଖୋଲିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଆଉ ୪ଟି ଗେଟ୍‌ ଖୋଲିଛି । ମୋଟ୍‌ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ୩ ଲକ୍ଷ ୬୦ ଜଳ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର…

Multipolar World: ଶେଷ ହେଉଛି ଆମେରିକା ଦବଦବା?

ନୂଆଦିଲ୍ଲୀ: ଆଜି ବିଶ୍ୱର ରାଜନୈତିକ ବ୍ୟବସ୍ଥା ଅତ୍ୟନ୍ତ ଜଟିଳ ଦେଖାଯାଉଛି। ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି ଏବଂ ଏହାକୁ ବିଶ୍ୱ ପାଇଁ ଏକ ପରିବର୍ତ୍ତନକାଳୀନ ସମୟ କୁହାଯାଇପାରେ। ସଂଯୁକ୍ତ ରାଷ୍ଟ୍ର ମହାଅଧିବେଶନ ଚାଲିଥିବା ମଧ୍ୟରେ ପରିବର୍ତ୍ତନର ଚିତ୍ର ସ୍ପଷ୍ଟ ଭାବରେ ଦେଖାଦେଇଛି। ଅନେକ…

Odisha Vigilance: ଭିଜିଲାନ୍ସ ଜାଲରେ ୨ ଅଧିକାରୀ, ୧୮ ଲକ୍ଷ ସରକାରୀ ପାଣ୍ଠି ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର…

ଭୁବନେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ନୂଆପଡାର ପୂର୍ବତନ ସିଡିଭିଓ ତ୍ରିଲୋଚନ ଧଳ ଏବଂ ନୂଆପଡାର ପରିସଂଖ୍ୟାନ ଗଣନାକାରୀ, ଓ/ଓ ସିଡିଭିଓ ଅଶୋକ କୁମାର ଦାଉ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଜାତୀୟ ଜଳବାୟୁ ପରିବର୍ତ୍ତନ ଅନୁକୂଳନ ପାଣ୍ଠି (ଏନଏଏଫସିସି) ଅଧୀନରେ…

ବିହାରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ବିଜେପି କଲା ବଡ଼ ଘୋଷଣା

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ରଣନୀତିକୁ ଆହୁରି ଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିହାର ନିର୍ବାଚନ ପାଇଁ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Waste to Energy & coal: ଏଣିକି ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଓ କୋଇଲା, ନିର୍ମାଣ ହେବ ପ୍ଲାଣ୍ଟ

ଭୁବନେଶ୍ୱର: ଏଣିକି ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି, ନିର୍ମାଣ ହେବ ପ୍ଲାଣ୍ଟ। ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କିଭଳି ଏକ ନମ୍ବର ମାନ୍ୟତା ମିଳିବ…