Latest Odisha News

BREAKING NEWS

Monthly Archives

September 2025

ତେଜସ୍ୱୀଙ୍କୁ ଝଟ୍‌କା ଦେଇପାରନ୍ତି ପିକେ: ବିହାର ରାଜନୀତିରେ ଅଙ୍କ ଗଡ଼ବଡ଼ କରିପାରେ ନୂଆ ଦଳ, ଚମକାଇଲା ନୂଆ ସର୍ଭେ

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ପୂରା ଦେଶରେ ବଢ଼ିଛି ରାଜନୈତିକ ଉଷ୍ମତା । ସବୁଠି ବିହାର ଚର୍ଚ୍ଚା । ଏହାରି ଭିତରେ ଚମକାଇଛି ନୂଆ ସର୍ଭେ । ଯେଉଁଥିରେ ଜଣାପଡ଼ିଛି ଯେ ପ୍ରଶାନ୍ତ କିଶୋରଙ୍କ ପାର୍ଟି ମଧ୍ୟ ଏଥର ବିହାର ରାଜନୀତିର ଅଙ୍କ କରିପାରନ୍ତି ଗଡ଼ବଡ଼ । ଏପରିକି ପିକେଙ୍କ…

ମହିନ୍ଦ୍ରାରୁ ମାରୁତି ସୁଜୁକି; କେଉଁ କାର କେତେ ଶସ୍ତା ହେଲା ଜାଣନ୍ତୁ…

ମୁମ୍ବାଇ: ଗାଡି କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଜଣେ ବ୍ୟକ୍ତି ଏବେ ମନ ପସନ୍ଦର ଗାଡି ଆରାମରେ କିଣିପାରିବ। ସେପ୍ଟେମ୍ବର ୨୨ରେ ସାରା ଦେଶରେ ଲାଗୁ ହୋଇଛି ନୂଆ ଜିଏସଟି ଦର। କେଉଁ ଗାଡି ଉପରେ କେତେ ପ୍ରତିଶତ ଜିଏସଟି ଲାଗିଲା। ଜାଣନ୍ତୁ... ସରକାର ଯାନ ଗୁଡିକ ଉପରେ…

କାନାଡ଼ା ବ୍ୟାଙ୍କ ବାହାର କଲା ୩୫୦୦ ପଦବୀ, ଆବେଦନର ଶେଷ ତାରିଖ…

ନୂଆଦିଲ୍ଲୀ: କାନାଡ଼ା ବ୍ୟାଙ୍କ ଆପ୍ରେଣ୍ଟିସସିପ୍ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୫୦୦ ପଦବୀରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଆବେଦନ ପ୍ରକ୍ରିୟା ୨୩ ସେପ୍ଟେମ୍ବର ୨୦୨୫ରୁ ଆରମ୍ଭ ହୋଇଛି ଏବଂ ପ୍ରାର୍ଥୀମାନେ ୧୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ…

PM Modi and Trump: ଖୁବଶୀଘ୍ର ଟ୍ରମ୍ପ ଏବଂ ମୋଦି ସାକ୍ଷାତ… ପାକିସ୍ଥାନକୁ ବଡ଼ ଝଟକା, କଶ୍ମୀର ପ୍ରସଙ୍ଗରେ…

ନୂଆଦିଲ୍ଲୀ: ଆମେରିକା ସ୍ୱୀକାର କରିଛି ଯେ ଭାରତ ସହିତ ଏହାର ସମ୍ପର୍କ କୂଟନୈତିକ ଉତ୍ଥାନ-ପତନ ଦେଇ ଗତି କରୁଛି, କିନ୍ତୁ ଅଧିକାରୀମାନେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ରହିଛି। ଆମେରିକାର ଜଣେ ବରିଷ୍ଠ ବୈଦେଶିକ ବିଭାଗର ଅଧିକାରୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏବଂ…

ଏକ କିଲୋଗ୍ରାମରୁ ବି ଅଧିକ ଓଜନ ଥିଲା ବିଶ୍ୱର ପ୍ରଥମ ମୋବାଇଲ, ଚାର୍ଜ ହେବାକୁ ଲାଗୁଥିଲା ୧୦ ଘଣ୍ଟା

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ କମ୍ପାନୀମାନେ ସେମାନଙ୍କ ସ୍ମାର୍ଟଫୋନକୁ ପତଳା ଓ ହାଲୁକା କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ନିକଟରେ ଆପଲ୍ ଆଇଫୋନ୍ ଏୟାର ଲଞ୍ଚ କରିଛି, ଯାହାର ମୋଟେଇ ୬ ମିଲିମିଟରରୁ ମଧ୍ୟ କମ୍। ସାମସଙ୍ଗ ଓ ଟେକ୍ନୋ ଭଳି କମ୍ପାନୀମାନେ ମଧ୍ୟ ଏଭଳି ପତଳା ଫୋନ ତିଆରି…

ବସ୍‌କୁ ଧକ୍କା ଦେଲା ଟ୍ରକ୍‌; ୫ ମୃତ,୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର

ସୁନ୍ଦରଗଡ:କେ.ବଲାଙ୍ଗ ଏନ୍ଏଚ୍‌ ୫୨୦ରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍‌କୁ ଧକ୍କା ଦେଲା ଟ୍ରକ୍‌ । ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍‌ ସହ  ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ୫ ରୁ ଉର୍ଦ୍ଧ୍ଵଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।…

ଏସିଆ କପ୍‌ ବିବାଦକୁ ନେଇ ଥରୁରଙ୍କ ବଡ଼ ବୟାନ, ‘ଆମେ ପାକିସ୍ତାନ ସହ ହାତ ମିଶାଇବାର ଥିଲା’

ନୂଆଦିଲ୍ଲୀ: ଏସିଆ କପ୍‌କୁ ନେଇ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ବଡ଼ ବୟାନ । ସେ ଏସିଆ କପ୍ ସମୟରେ ଭାରତୀୟ କ୍ରିକେଟରଙ୍କ ଦ୍ୱାରା ପାକିସ୍ତାନୀ କ୍ରିକେଟରଙ୍କ ସହ ହାତ ମିଳାଇବାକୁ ଅସ୍ୱୀକାର କରିବା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, "ମୋ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି । ଶୁଭମନ ଗିଲ ପ୍ରଥମ ଥର ପାଇଁ ଘରୋଇ ସିରିଜରେ ନେତୃତ୍ୱ ନେବେ । ରିଷଭ ପନ୍ତ ଆଘାତ ସମସ୍ୟା ଯୋଗୁ ଓହରି ଯାଇଥିବାରୁ ରବୀନ୍ଦ୍ର ଜାଡେଜା ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଦେବଦତ ପାଡିକଲ ଓ ଅକ୍ଷର…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ TPCODL ଯନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ TPCODL ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ । ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଯନ୍ତ୍ରୀଙ୍କ ଘରୁ ନଗଦ ୯ ଲକ୍ଷ ୫୩ ହଜାର ଟଙ୍କା…

ବିଶ୍ୱର ଏକ ନମ୍ବର ଖେଳାଳି ହୋଇ ଇତିହାସ ରଚିଲେ ଭାରତର ଜୁଡାକୋ ହିମାଂଶୀ

ନୂଆଦିଲ୍ଲୀ: ଭାରତର ମହିଳା ଜୁଡୋ ଖେଳାଳି ହିମାଂଶୀ ଟୋକସ ଇତିହାସ ରଚିଛନ୍ତି । ସେ ଜୁଡୋ ର‌୍ୟାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇ ଭାରତର ମାନ ବଢ଼ାଇଛନ୍ତି । ୨୦ ବର୍ଷୀୟା ହିମାଂଶୀ ତାଙ୍କ ସଫଳତାର ସମସ୍ତ ଶ୍ରେୟ ଜେଜେ ମାଆଙ୍କୁ ଦେଇଛନ୍ତି । ଅନେକ ଥର ଜୁଡୋ ଛାଡିବା ପାଇଁ ସେ ଚିନ୍ତା…