Latest Odisha News

BREAKING NEWS

Monthly Archives

September 2025

ଶିଶୁକନ୍ୟା ଦୁଷ୍କର୍ମ ମାମଲା; ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍…

ଯାଜପୁର: ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏକ ୮ ବର୍ଷର ଶିଶୁକନ୍ୟା ଦୁଷ୍କର୍ମ ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ କାଳିଆ ଓରଫ ଅରକ୍ଷିତ…

ଓଡ଼ିଶାକୁ ପ୍ରାଧାନ୍ୟ, ୮ ନେତୃବୃନ୍ଦଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର: ତିନୋଟି ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ସଂଗଠନ ସୃଜନ ଅଭିଯାନରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେଲେଙ୍ଗାନା, ଛତିଶଗଡ ରାଜ୍ୟର ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ଓଡିଶାକୁ ପ୍ରାଧାନ୍ୟ ଦେଇ ୮ ଜଣ ନେତୃବୃନ୍ଦଙ୍କୁ ସଂଗଠନ…

ଏହି ସବୁ ରାଶି ପାଇଁ ଆରମ୍ଭ ହେଲା ଖରାପ ସମୟ ! ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନ ପରେ ମା’ ଦୁର୍ଗାଙ୍କ ଆଗମନରେ ସାରା ଓଡ଼ିଶା ଆଲୋକିତ ହେବ। ଦୁର୍ଗା ପୂଜାର ଆନନ୍ଦ ଓ ଭକ୍ତିରେ ଭକ୍ତମାନେ ବୁଡ଼ି ରହିବେ, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ପୂଜା ସମୟରେ ଚାରୋଟି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡ଼ିବ। ପଣ୍ଡିତ ହିତେନ୍ଦ୍ର…

ପେଟ୍ରୋଲ ପମ୍ପରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ, ମାନ ପରୀକ୍ଷଣ ପାଇଁ ପଠାଗଲା ଡିଜେଲ

ଭୁବନେଶ୍ବର: ଭୁବନେଶ୍ୱର ନୂଆଗାଁରେ ଥିବା ଲିଙ୍ଗରାଜ ପେଟ୍ରୋଲ ପମ୍ପ ଉପରେ ଆଜି ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଚଢ଼ାଉ ସମୟରେ ଅଧିକାରୀମାନେ ଡିଜେଲର ମାନରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରାଯାଇ ଫୋରେନ୍ସିକ୍‌ ଲାବୋରେଟୋରୀକୁ ପଠାଇଛନ୍ତି । ପମ୍ପରେ…

ବୌଦ୍ଧରେ ବାଣ ବିସ୍ଫୋରଣ ଘଟଣା; ବନ୍ଧାହେଲେ ୫ଅଭିଯୁକ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟାରେ ବାଣ ଥିବା ଏକ ଗୋଦାମରେ ଗତ ରବିବାର ଘଟିଥିବା ବଡ଼ଧରଣର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାକଟକ ଥାନା…

କେବେ ଥମିବ ହାତୀ-ମଣିଷ ଲଢେଇ? ୪ ମାସରେ ୪୫ ମୃତ

ଭୁବନେଶ୍ୱର: ଗତ ସାଢ଼େ ୪ ମାସରେ ହାତୀ-ମଣିଷ ଲଢ଼େଇ ମଧ୍ୟରେ ୪୫ ଜଣ ଲୋକଙ୍କ ଜୀବନ ଯାଇଛି । ଏପରିକି ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ୯ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୭ଟି ହାତୀର ଜୀବନ ଯାଇଥିବା ନେଇ ମଙ୍ଗଳବାର ବିଧାନସଭାର ମୌସୁମୀ ଅଧିବେଶନରେ ଗୃହରେ ଏହି ତଥ୍ୟ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମୟୀଙ୍କ ସହ ୩ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ମଙ୍ଗଳବାର ଦିନ ବିଜୁ ଜନତା ଦଳ (ବିଜେଡି) ଶ୍ରୀମୟୀ ମିଶ୍ରଙ୍କ ସମେତ ତିନି ଜଣ ନେତାଙ୍କୁ ନିଲମ୍ବିତ କରିଛି। ବିଜେଡିର ମୁଖ୍ୟାଳୟର ଉପାଧ୍ୟକ୍ଷ ପ୍ରତାପ ଜେନାଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ଦଳ…

ଓଡିଶା ପ୍ରୋ ଟି୨୦ ଲିଗ: ବିପ୍ଲବଙ୍କ ଅଲରାଉଣ୍ଡ ପ୍ରଦର୍ଶନ, କେନ୍ଦୁଝରକୁ ହରାଇଲା କଟକ

କଟକ: ଓଡିଶା ପ୍ରୋ ଟି୨୦ ଲିଗରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ କଟକ ପାନ୍ଥର୍ସ ୫ ୱିକେଟରେ କେନ୍ଦୁଝର ମାଇନର୍ସକୁ ପରାସ୍ତ କରିଛି । କଟକ ବିଜୟରେ ବିପ୍ଲବ ସାମନ୍ତରାୟ ଗୁରତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି କେନ୍ଦୁଝର ୨୦ ଓଭରରେ ୧୨୭ ରନ କରି ଅଲଆଉଟ…

ସାହିତ୍ୟିକା ଶୁଭଶ୍ରୀ ଲେଙ୍କାଙ୍କ ‘ଛାଇର ଛବି ‘ କବିତା ସଂକଳନ ଉନ୍ମୋଚିତ

ଭୁବନେଶ୍ୱର: ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସାହିତ୍ୟିକମାନଙ୍କ ସଂଖ୍ୟା କମ୍‌। ନାରୀ ବିଭିନ୍ନ ସାଂସାରିକ ଜଞ୍ଜାଳ ମଧ୍ୟରେ ଫସିରହି ଅନ୍ୟମାନଙ୍କୁ ସୁଖୀ କରୁଥିଲେ ମଧ୍ୟ ନିଜେ ଅବହେଳାର ଶିକାର ହୋଇଥାଏ। ପୁରୁଷମା‌ନେ ପାଉଥିବା ସମସ୍ତ ସୁବିଧା ଯଦି ମହିଳାମାନେ ପାଆନ୍ତି, ତେବେ…

ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଉପରକୁ ଅଣ୍ଡା ମାଡ

ନ୍ୟୁୟର୍କ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ତଥା ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କ ଉପରକୁ ଅଣ୍ଡା ମାଡ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦଳ ଆୱାମୀ ଲିଗର କର୍ମୀମାନେ ୟୁନୁସଙ୍କ ସହ ଥିବା ଛାତ୍ର ନେତା ଅଖତାର…