ଲାଞ୍ଚ ନେଇ ଫସିଲେ ଡାଟା ଏଣ୍ଟ୍ରି ଅପରେଟର
ଭୁବନେଶ୍ବର: ବାଲେଶ୍ୱର ସିମୁଳିଆ ବ୍ଲକର ଜନ କଲ୍ୟାଣ ବିଭାଗର ଅଫିସ ଆସିଷ୍ଟାଣ୍ଟ-କମ-ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱରଞ୍ଜନ ପ୍ରଧାନଙ୍କୁ ଲାଞ୍ଚ ନେବା ବେଳେ ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ଇଣ୍ଟରକାଷ୍ଟ ବିବାହ ପାଇଁ ୨.୫ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରୁଥିବା…