ସୋମାଲିଆ ଯାଉଥିବା ଜାହାଜରେ ଅଗ୍ନିକାଣ୍ଡ, ଜଳିଗଲା ଚିନି ଓ ଚାଉଳ
ପୋରବନ୍ଦର: ଗୁଜୁରାଟର ପୋରବନ୍ଦରରେ ଏକ ଜାହାଜରେ ନିଆଁ ଲାଗିଯାଇଛି। ପୋରବନ୍ଦର ସୁଭାଷନଗର ଜେଟିରେ ଏହି ଘଟଣା ଘଟିଛି।
ଜାମନଗର ସ୍ଥିତ HRM & Sons ମାଲିକାନାରେ ଥିବା ଏହି ଜାହାଜଟି ଚାଉଳ ଏବଂ ଚିନି ନେଇଯାଉଥିଲା। କୌଣସି କାରଣ ଯୋଗୁ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ଖବର ପାଇ…