Latest Odisha News

BREAKING NEWS

Monthly Archives

September 2025

OMFED Dairy Products: ଶସ୍ତା ହେଲା ଓମଫେଡ୍ ଉତ୍ପାଦ, ଜାଣନ୍ତୁ କ୍ଷୀର ଓ ପନିରର ନୂଆ ରେଟ୍

ଭୁବନେଶ୍ୱର: ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଆଜିଠାରୁ ଆରମ୍ଭ ହେଲା ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’। ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ହେବା ସହ ଶସ୍ତା ହୋଇଛି। ଫଳରେ ଆଶ୍ବସ୍ତ ହୋଇଛନ୍ତି ମଧ୍ୟବିତ୍ତଙ୍କଠୁ ଆରମ୍ଭ କରି ଚାଷୀ। ନୂଆ ଜିଏସଟି ଲାଗୁ ପରେ ଶସ୍ତା ହେଲା ଓମଫେଡ୍…

ରାଜ୍ୟରେ ୧୮୨ଟି ଆଇଏଏସ, ଆଇପିଏସ ଓ ଆଇଏଫଏସ ପୋଷ୍ଟ ଖାଲି ପଡିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ, ଆଇପିଏସ ଓ ଆଇଏଫଏସ ଆଦି ୧୮୨ଟି ପୋଷ୍ଟ ସମ୍ପୂର୍ଣ୍ଣ ଖାଲି ପଡିଛି । ତେବେ ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ସେବାରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା କେତେ? ଆଉ ଆଜିର ଦିନରେ…

ଏୟାର ଇଣ୍ଡିଆ ଘଟଣାରେ ପାଇଲଟଙ୍କୁ ଦୋଷ ଦେବା ଦୁର୍ଭାଗ୍ୟଜନକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏଆଇ -୧୭୧ ବିମାନ ଦୁର୍ଘଟଣାରେ କେବଳ ପାଇଲଟଙ୍କ ତ୍ରୁଟି ଥିଲା ଏହା କହିବା ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରି ଏଭଳୀ କହିଛନ୍ତି। ଏହି ଘଟଣାରେ କୋର୍ଟ କେନ୍ଦ୍ର ସରକାର, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ବିମାନ ଦୁର୍ଘଟଣା…

Netanyahu on Palestine: କାହିଁକି ‘ପାଲେଷ୍ଟାଇନ-ସ୍ବତନ୍ତ୍ର ରାଷ୍ଟ୍ର’ ବିରୋଧରେ ଇସ୍ରାଏଲ?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଏସିଆ ବିଶ୍ୱ ରାଜନୀତିର କେନ୍ଦ୍ର ପାଲଟିଛି। ଗାଜାରେ ହମାସ ବିରୁଦ୍ଧରେ ଇସ୍ରାଏଲର ଚାଲିଥିବା ସାମରିକ ଅଭିଯାନ ମଧ୍ୟରେ, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ପାଲେଷ୍ଟାଇନକୁ ଏକ ରାଷ୍ଟ୍ର ଭାବରେ ସେମାନଙ୍କର ଆନୁଷ୍ଠାନିକ ମାନ୍ୟତା ଘୋଷଣା କରିଛନ୍ତି। ଏପରି…

ଅର୍ଥ ଆତ୍ମସାତ ଘଟଣା; ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରିନ୍ସିପାଲ୍ ଗିରଫ

ଭୁବନେଶ୍ୱର: ସୋନପୁର ବିନିକାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ପୂର୍ବତନ ପ୍ରିନ୍ସିପାଲ୍ ସୌମ୍ୟରଞ୍ଜନ ଖେତିଙ୍କୁ ସୋମବାର ଦିନ ଭିଜିଲାନ୍ସ ଅଧିକାରୀମାନେ ୫୫,୦୨,୬୧୦ ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗିରଫ କରିଛନ୍ତି। ଭିଜିଲାନ୍ସର ବିବୃତ୍ତି ଅନୁଯାୟୀ,…

Jaishankar-Rubio Meet: ରୁବିଓଙ୍କୁ ଭେଟିବେ ଜୟଶଙ୍କର; ଟ୍ରମ୍ପଙ୍କ H-1B ଭିସା ଫି ଏବଂ ଶୁଳ୍କ ନେଇ ଉତ୍ତେଜନା ଭିତରେ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ H-1B ଭିସା ଉପରେ ୧ ଲକ୍ଷ ଡଲାର ଶୁଳ୍କ ଲାଗୁ କରିବା ପାଇଁ ବ୍ୟାପକ ନିର୍ଦ୍ଦେଶ ମଧ୍ୟରେ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଏଠାରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଭେଟିବେ, କାରଣ…

IND vs PAK Clash: ଭାଇରାଲ ହେଉଛି ଭାରତ-ପାକିସ୍ତାନ ମ୍ୟାଚ ବେଳର ଉତ୍ତେଜନା, ତାତି ଯାଇଥିଲେ ଅଭିଷେକ, ହାରିସଙ୍କ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଦୁଇ ଦୁଇ ଥର ପାକିସ୍ତାନକୁ ପରାଜୟ ଚଖାଇଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ପାକିସ୍ତାନ ଭାରତକୁ ଜିତିବା ପାଇଁ ୧୭୨ ରନ୍ ର ଲକ୍ଷ୍ୟ ଦେଇଥିଲା। ଏହା…

ବର୍ଷେ ୩ ମାସରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ, ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏତିକି…

ଭୁବନେଶ୍ବର: ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖି କହିଛନ୍ତି ଯେ, ବର୍ଷେ ୩ ମାସ ମଧ୍ୟରେ ୧୯୯ ଜଣ ସରକାରୀ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି…

ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଆରମ୍ଭ, ସତର୍କତା ଜାରି କରିଛି ପୋଲିସ ଓ ରେଳ ପ୍ରଶାସନ

ଭୁବନେଶ୍ୱର: ସିପିଆଇ-ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଆରମ୍ଭ ହୋଇଛି। ଏହି ସପ୍ତାହ ସେପ୍ଟେମ୍ବର ୨୧ ତାରିଖରୁ ସେପ୍ଟେମ୍ବର ଶେଷ ଯାଏ ଚାଲିବ। ଏହି ଦିନରେ ହିଂସାତ୍ମକ କାର୍ଯ୍ୟ କରି ମାଓବାଦୀମାନେ ସେମାନଙ୍କର ଉପସ୍ଥିତି ଜାହିର କରିବେ। ଏ ସମ୍ପର୍କରେ ସତର୍କତା ଜାରି କରିଛି ରେଳ ପ୍ରଶାସନ।…

Wall Collapse: ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ; ଚାଲିଗଲା ବାପା-ମାଆଙ୍କ ଜୀବନ, ଝିଅ ଗୁରୁତର

ବାଲେଶ୍ୱର: ଜଳେଶ୍ବରରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। କାନ୍ଥ ଭୁଶୁଡ଼ି ଦମ୍ପତି ମୃତ ଏବଂ ଝିଅ ଗୁରୁତର। ବାଲେଶ୍ବର ଜିଲ୍ଲା ଜଳେଶ୍ବରବସ୍ତା ଥାନା ମହାଦେବ ସରାଇ ଗାଁରେ ଘରକାନ୍ଥ ପଡ଼ି ସ୍ୱାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ବର୍ଷର ଝିଅ ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ଝିଅକୁ…