Latest Odisha News

BREAKING NEWS

Monthly Archives

September 2025

Puri Srimandir: କାଲି ଯିବେନି ଶ୍ରୀମନ୍ଦିର, ସକାଳ ୧୦ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ…

ପୁରୀ: ମଙ୍ଗଳବାର ଅର୍ଥାତ୍ ଆସନ୍ତାକାଲି ସକାଳ ୧୦ ପରଠାରୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ । ସକାଳ ୧୦ଟା ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଏନେଇ ସୂଚନା ଦେଇଛି ମନ୍ଦିର ପ୍ରଶାସନ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଘୋଷଣା କରିଛି ଯେ ରତ୍ନ ଅଳଙ୍କାର ମନ୍ଦିରର…

Trump-Musk Meet: ଟ୍ରମ୍ପ-ମସ୍କ ପ୍ୟାଚ୍ ଅପ୍?, ବିବାଦ ପରେ ଏକାଠି ଆସିଲେ ନଜର…

ନୂଆଦିଲ୍ଲୀ: ପୁଣି ଏକାଠି ହେବେ କି ପୁରୁଣା ବନ୍ଧୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମାଲିକ ତଥା ବ୍ୟବସାୟୀ ଏଲନ୍ ମସ୍କ?, ଫେରିବ ଟ୍ରମ୍ପ-ମସ୍କ ଯୋଡି? । କାରଣ ପ୍ରାୟ ତିନି ମାସ ଧରି ପରସ୍ପର ବିରୋଧରେ ସ୍ବର ଶାଣିତ କରିଥିବା ଏହି ଦୁଇ ପୂର୍ବତନ ବନ୍ଧୁ ଏବେ ଏକାଠି ନଜର…

Asia Cup, IND vs PAK: ‘ତୁମେ ଖାଲି କୁହ…ଆମେ ଜିତିବୁ’: ପୁଣି ମାଟି କାମୁଡିଲା ପାକିସ୍ତାନ, ଅଭିଷେକ ଏବଂ ଗିଲଙ୍କ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର-୪ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରି ଏକ ଦମଦାର ବିଜୟ ହାସଲ କରିଛି। ଏହି ବିଜୟର ନାୟକ ଥିଲେ ଯୁବ ଓପନର୍ ଅଭିଷେକ ଶର୍ମା, ଯିଏ ୧୯ତମ ଓଭରରେ ୧୭୨ ରନ୍‌ର ଲକ୍ଷ୍ୟକୁ ସହଜରେ ହାସଲ କରିବାରେ ୩୯ ବଲ୍‌ରେ ଦ୍ରୁତ ୭୪ ରନ୍…

Manmohan Samal On GST: ପୂଜା ଭେଟି ନୁହେଁ ଆତ୍ମବିଶ୍ୱାସର ଦିନ, ନୂଆ ଜିଏସ୍‌ଟି ଦ୍ୱାରା ସଞ୍ଚୟ ହାର ବଢ଼ିବ: ମନମୋହନ…

ଭୁବନେଶ୍ୱର: ନବରାତ୍ରର ପ୍ରଥମ ଦିନରୁ ମୋଦି ସରକାର ଦେଇଛନ୍ତି ପୂଜା ଭେଟି। ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଦେଶ ହିତରେ ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି)ରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ନାଗରିକ ଦେବ ଭବଃ ଧାରାରେ ଏହାକୁ ସଞ୍ଚୟ ଉତ୍ସବ ରୂପେ ପାଳନ କରିବେ…

Odisha Assembly: ଚତୁର୍ଥ ଦିନରେ ବି ବିଧାନସଭା ଅଚଳ, ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ଵର: ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ବିଧାନସଭା ଅଚଳ। ମାତ୍ର ୭ ମିନିଟ୍ ଚାଲିଲା ବିଧାନସଭା। କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହାଲ୍ଲାରେ ଚାଲିପାରୁନି ଗୃହ। ପ୍ରଶ୍ନ କାଳ ଆରମ୍ଭରୁ ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି। ଅପରାହ୍ନ ୪ଟା ଯାଏଁ ବାଚସ୍ପତି…

Rajnath Singh In Morocco: ‘POK ଆପେ ଆପେ ଭାରତକୁ ଆସିବ’, ମରକ୍କୋ ମାଟିରୁ ପାକିସ୍ତାନକୁ କଡ଼ା…

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ଦିନିଆ ମରକ୍କୋ ଗସ୍ତରେ ଅଛନ୍ତି। ଏହା ଜଣେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ମରକ୍କୋ ଗସ୍ତ। ରାଜନାଥ ସିଂହ ମରକ୍କୋରେ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ନିର୍ମାଣ ସୁବିଧା ଉଦ୍ଘାଟନ କରିବାକୁ ପହଞ୍ଚିଛନ୍ତି। ଏହି ସମୟରେ…

Ratna Bhandar: ସରିଲା ରତ୍ନଭଣ୍ଡାର ମରାମତି; ଆସନ୍ତାକାଲି ଅଳଙ୍କାର ସ୍ଥାନାନ୍ତର, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ସରିଲା ରତ୍ନଭଣ୍ଡାର ମରାମତି। ମରାମତି କାମ ସମ୍ପୂର୍ଣ୍ଣ ହୋଇଥିବାରୁ ଶ୍ରୀଜିଉଙ୍କର ସମସ୍ତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଆସନ୍ତାକାଲି ଏହି ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ମାର୍ଗଦର୍ଶିକା ଅନୁସାରେ ରତ୍ନାଳଙ୍କାର ସ୍ଥାନାନ୍ତର କରାଯିବ। ଏଥିପାଇଁ ଆସନ୍ତାକାଲି ସକାଳ ୧୦ଟାରୁ…

GST 2.0: ଆଜିଠୁ ଲାଗୁ ହେଲା ନୂଆ ଜିଏସଟି: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା

ନୂଆଦିଲ୍ଲୀ: ଆଜିଠୁ ନବରାତ୍ର ଆରମ୍ଭ ହେଉଛି। ନବରାତ୍ରର ପ୍ରଥମ ଦିନରୁ ମୋଦି ସରକାର ଦେଇଛନ୍ତି ପୂଜା ଭେଟି। ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଦେଶ ହିତରେ ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି)ରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ନାଗରିକ ଦେବ ଭବଃ ଧାରାରେ ଏହାକୁ…

Nabaratri Starts: ଶାରଦୀୟ ଦୁର୍ଗାପୂଜା: ଆଜିଠାରୁ ବିଭିନ୍ନ ଶକ୍ତି ପୀଠରେ ନବ ଦିନାତ୍ମକ ପୂଜା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା। ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମା। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଲାଣି।…

Weather Update: ଆସୁଛି ପଛକୁ ପଛ ଦୁଇଟି ଲଘୁଚାପ: ଭିଜିବ ଦଶହରା, ଆଜି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର: ଭିଜିବ ପାର୍ବଣ। ଆସୁଛି ପଛକୁ ପଛ ଦୁଇଟି ଲଘୁଚାପ। ଉତ୍ତର ଆଣ୍ଡାମାନ ଓ ସଂଲଗ୍ନବର୍ତ୍ତୀ ମିଆଁମାର ଉପକୂଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଫଳରେ ଦଶହରାରେ ଅଧିକ ବର୍ଷା…