ଫାର୍ଷ୍ଟ୍ କ୍ଲାସ ଏସି କୋଚରୁ ନେଉଥିଲେ ବେଡସିଟ ଓ କମ୍ବଳ, ଧରିଲେ କର୍ମଚାରୀ…
ନୂଆଦିଲ୍ଲୀ: ପୁରୁଷୋତ୍ତମ ଏକ୍ସପ୍ରେସର ଫାର୍ଷ୍ଟ୍ କ୍ଲାସ ଏସି କୋଚରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ବେଡରୋଲ ଚୋରି କରୁଥିବାର ଅଭିଯୋଗ ବାରମ୍ବାର ହେଉଥିବା ନଜର ଆସିଛି।
ତେବେ ଏପରି କିଛି ଘଟଣାକୁ ନେଇ ବର୍ତ୍ତମାନ୍ ଅନଲାଇନରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଟ୍ରେନ…