Latest Odisha News

BREAKING NEWS

Monthly Archives

September 2025

Bhubaneswar Club Elections: ଆଜି ଭୁବନେଶ୍ୱର କ୍ଲବ ନିର୍ବାଚନ: ସଭାପତି ଦୌଡ଼ରେ ଅସିତ ତ୍ରିପାଠୀ ଓ ପ୍ରଦୀପ ଜେନା

ଭୁବନେଶ୍ବର: ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇ । ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର । ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା…

Amul Cuts Prices: ଗ୍ରାହକଙ୍କ ପାଇଁ ଖୁସି ଖବର; ଅମୂଲ ୭୦୦ ରୁ ଅଧିକ ପ୍ରଡକ୍ଟର ମୂଲ୍ୟ କଲା କମ୍

ନୂଆଦିଲ୍ଲୀ: ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ, କମ୍ପାନୀଗୁଡ଼ିକ ଏବେ ଏହାର ଲାଭ ସିଧାସଳଖ ଜନସାଧାରଣଙ୍କୁ ପ୍ରଦାନ କରୁଛନ୍ତି। ଅମୂଲ ବ୍ରାଣ୍ଡ ଅଧୀନରେ ଦୁଗ୍ଧଜାତ ଦ୍ରବ୍ୟ ବଜାର କରୁଥିବା ଜିସିଏମଏମଏଫ ଶନିବାର ଦିନ ଘିଅ, ବଟର, ଆଇସକ୍ରିମ, ବେକେରୀ ଏବଂ ଫ୍ରୋଜେନ୍ ସ୍ନାକ୍ସ ସମେତ ୭୦୦ରୁ…

ସେପ୍ଟେମ୍ବର ଶେଷରେ ୩ ଲଘୁଚାପ; ୨୩ରୁ ରାଜ୍ୟରେ ଅତିପ୍ରବଳ ବର୍ଷା!

ଭୁବନେଶ୍ବର: ସେପ୍ଟେମ୍ବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ୩ଟି ଲଘୁଚାପ । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏହା ସୃଷ୍ଟି ସମ୍ଭାବନା ରହିଛି । ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ସ୍ପଷ୍ଟ ଲଘୁଚାପ କ୍ଷେତ୍ର । ଯାହାର ପ୍ରଭାବରେ ରାଜ୍ୟରେ…

Cyberattack: ୟୁରୋପୀୟ ବିମାନବନ୍ଦରଗୁଡ଼ିକ ସାଇବର ଆଟାକ୍ ;ଯାତ୍ରା ପରାମର୍ଶ ଜାରି କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ୟୁରୋପୀୟ ବିମାନବନ୍ଦର ଉପରେ ସାଇବର ଆକ୍ରମଣ ପରେ, ଏୟାର ଇଣ୍ଡିଆ କହିଛି ଯେ ଏହା ତୃତୀୟ-ପକ୍ଷ ସେବା ପ୍ରଦାନକାରୀ କୋଲିନ୍ସ ଏରୋସ୍ପେସକୁ ପ୍ରଭାବିତ କରିବ ଏବଂ ଚେକ୍-ଇନ୍ ପ୍ରକ୍ରିୟାକୁ ବିଳମ୍ବିତ କରିପାରେ। ଏହି ସମୟରେ ଲଣ୍ଡନ ଏବଂ ବ୍ରୁସେଲ୍ସ ସମେତ ଅନେକ ୟୁରୋପୀୟ…

ଓଡିଶାରେ ବିଧାୟକଙ୍କ ବିରୁଦ୍ଧରେ ରହିଛି ୧୫୬ ମାମଲା: ଆଇନ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଧାୟକଙ୍କ ନାଁରେ ରହିଛି ୧୫୬ଟି ମାମଲା । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଏହିସବୁ ମାମଲା ଅପରାଧିକ ଶ୍ରେଣୀର ହୋଇଥିବା ବେଳେ ସମସ୍ତ ମାମଲା ବିଚାରାଧୀନ ରହିଛି । ଗତ ଏକ ବର୍ଷରେ କୌଣସି ବିଧାୟକ ଦୋଷୀ…

କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଭୋର ୪ଟା ରୁ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ ।…

ରାଜ୍ୟରେ ଏହି ଜିଲ୍ଲାରେ ସର୍ବାଧିକ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି…

ଭୁବନେଶ୍ଵର: ରାଜ୍ୟରେ ଶିଶୁ ପୁଷ୍ଟିହୀନତା ନେଇ ବଡ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ…

ସୂର୍ଯ୍ୟକୁମାର କହିଲେ ମୋବାଇଲ ବନ୍ଦ କର, ଆଉ ଶୋଇ ଯାଅ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ରେ ଭାରତ ଓ ପାକିସ୍ତାନ ସେପ୍ଟମ୍ବର ୨୧ରେ ପୂନର୍ବାର ସାମ୍ନା ସାମ୍ନି ହେବେ । ଲିଗ ପର୍ଯ୍ୟାୟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନକୁ ପରାସ୍ତ କରିଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଯେତେବେଳେ ପଚରାଗଲା ପାକିସ୍ତାନ ବିପକ୍ଷ ମ୍ୟାଚର ଚାପକୁ କିଭଳି ସାମ୍ନା…

ଆଉ ୨ ଦିନ ପରେ ପୂରା ହ୍ରାସ ପାଇଯିବ ଏସବୁ ସାମଗ୍ରୀର ଦାମ ! ଜାଣିରଖନ୍ତୁ….

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସେପ୍ଟେମ୍ବର ୨୨, ୨୦୨୫ରୁ ଏକ ନୂଆ ଜିଏସଟି (ଗୁଡ଼ସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ) ସଂସ୍କାର କାର୍ଯ୍ୟକାରୀ କରୁଛନ୍ତି, ଯାହା ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ଥି ଆଣିବ। ଏହି ସଂସ୍କାର ଅନୁଯାୟୀ, ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ ଏବଂ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମର ଅଧିନାୟକ ସ୍ମୃତି ମାନ୍ଧନା ଦିିନିକିଆ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଭାରତ ପକ୍ଷରୁ ଦ୍ରୁତ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ମାତ୍ର ୫୦ ବଲରେ ଶତକ ହାସଲ କରି ବିରାଟ କୋହଲିଙ୍କ ନାମରେ ଥିବା ରେକର୍ଡକୁ…