Manipur Attack: ମଣିପୁରରେ ଆସାମ ରାଇଫଲ୍ସ କାଫିଲେ ଉପରେ ଆକ୍ରମଣ, ୨ ସୈନିକ ସହିଦ୍, ୫ ଆହତ
ଇମ୍ଫାଲ: ମଣିପୁରରେ ପୁଣି ଥରେ ଅର୍ଦ୍ଧସାମରିକ ବାହିନୀକୁ ଟାର୍ଗେଟ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଏକ ସଶସ୍ତ୍ର ଗୋଷ୍ଠୀ ଆସାମ ରାଇଫଲ୍ସ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ଆସାମ ରାଇଫଲ୍ସର ଦୁଇ ସୈନିକ ସହିଦ୍ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି…