Latest Odisha News

BREAKING NEWS

Monthly Archives

September 2025

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି: ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଥିବା କର୍ମଚାରୀ ହେବେ ସ୍ଥାନାନ୍ତର

ଭୁବନେଶ୍ୱର: ରାଜସ୍ବ ବିଭାଗର ବଡ ନିଷ୍ପତ୍ତି । ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ୩ ବର୍ଷରୁ ଅଧିକ ରହିପାରିବେ ନାହିଁ । କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଏହା ସହ ପୂର୍ବରୁ ମଧ୍ୟ ରାଜସ୍ବ ବିଭାଗରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର…

Nasha Mukt Bharat: ଆସନ୍ତା ୨୧ରେ କଳିଙ୍ଗ ଷ୍ଟାଡିୟମରେ ହେବ ବିଶାଳ ଗଣଦୌଡ; ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିବସ ଅବସରରେ ଆସନ୍ତା ୨୧ ତାରିଖ ସକାଳ ୭ଟା ସମୟରେ ଦେଶର ୭୫ଟି ସହରରେ ୧୦ ଲକ୍ଷ ଯୁବକଙ୍କୁ ନେଇ ଗଣଦୌଡର ଆୟୋଜନ କରାଯାଇଛି। ଏହି ଗଣଦୌଡର ବାର୍ତ୍ତା ହେଉଛି ‘ନିଶା ମୁକ୍ତ ଭାରତ’। ଏହି କ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରୁ…

ସୂର୍ଯ୍ୟକୁମାର କହିଲେ ମୁଁ ରୋହିତ ଶର୍ମା ହେଇଗଲି

ଆବୁଧାବି: ଚଳିତ ଏସିଆ କପ କ୍ରିକେଟରେ ଶୁକ୍ରବାର ଭାରତ ଓ ଓମାନ ମ୍ୟାଚ ଅବସରରେ ଏକ ମଜାଦାର ଘଟଣା ଘଟିଛି । ଭାରତ ପ୍ରଭାବୀ ପ୍ରଦର୍ଶନ କରି ସୁପର ୪ରେ ପ୍ରବେଶ କରି ସାରିଛି । ଓମାନ ଏହି ଦୌଡରୁ ବାଦ ପଡି ସାରିଛି । ଟସ ଅବସରରେ ସୂଯ୍ୟକୁମାର ଯାଦବ ଚୂଡାନ୍ତ ଏକାଦଶରେ କେଉଁମାନେ ରହିଛନ୍ତି…

କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧ରୁ ଆୟୋଜିତ ହେବ ଏସିଆନ ଟିଟି ଟିମ ଚାମ୍ପିୟନଶିପ

ଭୁବନେଶ୍ୱର: ଅକ୍ଟୋବର ୧୧ରୁ ୧୫ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୨୮ତମ ଆଇଟିଟିଏଫ-ଏଟିଟିୟୁ ଏସିଆନ ଟେବୁଲ ଟେନିସ ଟିମ ଚାମ୍ପିୟନଶିପ ଆୟୋଜିତ ହେବ । ଲଣ୍ଡନରେ ହେବାକୁ ଥିବା ୨୦୨୬ ବିଶ୍ୱ ଟିମ ଟେବୁଲ ଟେନିସ ଚାମ୍ପିୟନଶିପ ଫାଇନାଲ ଖେଳିବା ପାଇଁ ଏହା ମାଧ୍ୟମରେ ଯୋଗ୍ୟତା ଅର୍ଜନ…

ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ର, ଖାଲି ପଡିଛି ଅଧ୍ୟାପକ ପଦବି ସ୍ବିକାର କଲେ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀ ସଂଖ୍ୟା ନେଇ ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ ପ୍ରଶ୍ନର ତଥ୍ୟ ରଖିଛନ୍ତି ଉଚ୍ଚଶକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯେ, ରାଜ୍ୟର ବିଶ୍ୱବିଦ୍ୟାଳୟରେ ୧ ହଜାର ୪୦୪ଟି ଅଧ୍ୟାପକ ପଦ…

Farm Mechanization Mela: ନଭେମ୍ବର ୨୦୨୫ – ଜାନୁଆରୀ ୨୦୨୬ ଯାଏଁ ରାଜ୍ୟରେ କୃଷି ଯନ୍ତ୍ରପାତି ମେଳା

ଭୁବନେଶ୍ୱର: ରାଜ୍ୟରେ କୃଷି ପଦ୍ଧତିକୁ ଉନ୍ନତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର କୃଷି ଯାନ୍ତ୍ରୀକିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାରେ କୃଷି ବିଦ୍ୟୁତ୍ ଉପଲବ୍ଧତା ପ୍ରତି…

ଓଡ଼ିଶା ପ୍ରୋ ଟି୨୦ ଲିଗ : ପୁରୀ ଟାଇଟାନ୍ସର ସହଜ ବିଜୟ

କଟକ: ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟର ୪ର୍ଥ ମ୍ୟାଚରେ ପୁରୀ ଟାଇଟାନ୍ସ ୯ ୱିକେଟରେ କଟକ ପାନ୍ଥର୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି କଟକ ପାନ୍ଥର୍ସ ୭ ୱିକେଟ ବିନିମୟରେ ୧୪୧ ରନ କରିଥିଲା । ବିପ୍ଲବ ସାମନ୍ତରାୟ ୨୨ ବଲରୁ ସର୍ବାଧିକ ୩୩ ରନ ସଂଗ୍ରହ…

ହବିଷ୍ୟାଳି ଶିବିର ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ

ପୁରୀ: ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ । ମାସେ ଧରି ବ୍ରତ ପାଳନ କରିବେ ହବିଷ୍ୟାଳୀ । ଚଳିତ ବର୍ଷ ପାଇଁ ଆଜିଠୁ ଆରମ୍ଭ ହେଲା ପୁରୀ ହବିଷ୍ୟାଳି ଶିବିର ପାଇଁ ଅନଲାଇନ ପଞ୍ଜୀକରଣ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ edistrict.odisha.gov.in ଲିଙ୍କରେ ପଞ୍ଜିକରଣ କରିବାକୁ ପଡିବ । ସ୍ଲଟ୍…

Iron Beam: ଇସ୍ରାଏଲର ଲେଜର ଅସ୍ତ୍ର ପ୍ରସ୍ତୁତ,୪ ସେକେଣ୍ଡରେ ରକେଟକୁ କରୁଛି ଧ୍ୱଂସ…

ନୂଆଦିଲ୍ଲୀ: ଇସ୍ରାଏଲ ନିଜର ଉଚ୍ଚ-ଶକ୍ତି ଲେଜର ପ୍ରତିରକ୍ଷା ପ୍ରଣାଳୀ ଆଇରନ ବିମର ସଫଳ ପରୀକ୍ଷଣ ଶେଷ କରିଛି । ଏଥିସହ ଏହି ବର୍ଷ ଶେଷ ସୁଦ୍ଧା ଏହାକୁ ନିୟୋଜିତ କରାଯିବ ବୋଲି ଘୋଷଣା କରିଛି। ଏହା ବିଶ୍ୱର ପ୍ରଥମ ଉଚ୍ଚ-ଶକ୍ତିଯୁକ୍ତ ଲେଜର ଇଣ୍ଟରସେପ୍ସନ୍ ପ୍ଲାଟଫର୍ମ ହେବ ଯାହାକୁ ପ୍ରକୃତ…

ଦକ୍ଷିଣ କୋରିଆରେ ପ୍ରଶିକ୍ଷଣ ନେବେ ସୁନ୍ଦରଗଡର ଦୁଇ ତୀରନ୍ଦାଜ

ରାଉରକେଲା: ସୁନ୍ଦରଗଡ ସାଇ ପ୍ରଶିକ୍ଷଣ କେନ୍ଦ୍ରର ଦୁଇ ପ୍ରତିଭାବାନ ତୀରନ୍ଦାଜ ଦକ୍ଷିଣ କୋରିଆରେ ପ୍ରଶିକ୍ଷଣ ନେବେ । ପୂର୍ବରୁ ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ ବିଭିନ୍ନ କେନ୍ଦ୍ରରୁ ୨୦ଜଣ ଯୁବ ତୀରନ୍ଦାଜଙ୍କୁ ଏଥିପାଇଁ ମନୋନୀତ କରିଥିଲେ । କସ୍ତୁରୀ ମୁଣ୍ଡ(ସବ ଜୁନିୟର) ଓ ମମିତା…