ଅନଅଫିସିଆଲ ଟେଷ୍ଟ ମ୍ୟାଚ: ଆଶ୍ଚର୍ଯ୍ୟ ଚକିତ କଲା ଶ୍ରେୟାଶଙ୍କ ନିଷ୍ପତି
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ଓ ଭାରତ ଏ କ୍ରିକେଟ ଟିମ ମଧ୍ୟରେ ମଧ୍ୟରେ ଅନଅଫିସିଆଲ ଟେଷ୍ଟ ମ୍ୟାଚ ଖେଳାଯାଉଛି । ପ୍ରଥମ ଟେଷ୍ଟ ବର୍ଷା ଯୋଗୁ ଡ୍ରରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଅଧିନାୟକ ଶ୍ରେୟାଶ ଆୟାରଙ୍କ ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଅଷ୍ଟ୍ରେଲିଆ ଏ ୬ ୱିକେଟ…