ଏଣିକି ସ୍କୁଲ ଓ କଲେଜରେ ପଢାଯିବ ଆୟୁର୍ବେଦ
ନୂଆଦିଲ୍ଲୀ: ସ୍କୁଲ ଏବଂ କଲେଜରେ ମଧ୍ୟ ପ୍ରାଚୀନ ଆୟୁର୍ବେଦକୁ ସାମିଲ କରାଯିବ। ଏନେଇ ଭାରତ ସରକାରଙ୍କ ତରଫରୁ ଯୋଜନା ଚାଲିଥିବା ନେଇ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି।
ତେବେ NCERT ଏବଂ UGC ଏହାକୁ ସ୍କୁଲ ଏବଂ ଉଚ୍ଚଶିକ୍ଷାରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ…