Latest Odisha News

BREAKING NEWS

Monthly Archives

September 2025

ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଟ୍ରାଫିକ୍ କଟକଣା ଲାଗୁ

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ୱର ୧୮ରୁ ୨୫ ପର୍ଯ୍ୟନ୍ତ ହେବାକୁ ଯାଉଛି । ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତା ମାନଙ୍କରେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮…

ଜମି ବିବାଦ ମାମଲାରେ କୁଚିଣ୍ଡା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ଜମି ବିବାଦ ମାମଲାରେ ହେରଫେର ଅଭିଯୋଗରେ ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ରାଜେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମିତାଲି ତାଙ୍କ ସମ୍ପର୍କୀୟ ଭାଇମାନଙ୍କୁ ପୈତୃକ ସମ୍ପତ୍ତି ବାଣ୍ଟିବାରେ ସମର୍ଥନ…

Kim Jong Un: ଟିଭିରେ ବିଦେଶୀ ଶୋ’ ଦେଖିଲେ ମିଳିବ ମୁତ୍ୟୁଦଣ୍ଡ!

ନୂଆଦିଲ୍ଲୀ: ନିଷ୍ଠୁର ହେବାରେ ଲାଗିଛନ୍ତି କିମ୍ ଜୋଙ୍ଗ ସରକାର । ଦିନକୁ ଦିନକୁ ଉତ୍ତର କୋରିଆରେ ଲୋକଙ୍କ ଉପରେ ସର୍ବୋଚ୍ଚ ନେତା କିମ୍ ଜଙ୍ଗ-ଉନଙ୍କ ଅତ୍ୟାଚାର ନିରନ୍ତର ବୃଦ୍ଧି ପାଉଛି । ଏହାରି ଭିତରେ ଏବେ ଜାତିସଂଘ ରିପୋର୍ଟରେ ଉନ୍ ସରକାରଙ୍କ ଆଉ ଏକ ନିଷ୍ଠୁରତା ପଦାକୁ ଆସିଛି ।…

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

ଭୁବନେଶ୍ବର: ଅସୁସ୍ଥ ହୋଇ ହସ୍ପିଟାଲ୍‌ ରେ ଭର୍ତ୍ତି ହେଲେ ଓଲିଉଡ୍‌ ର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । କିଛି ଦିନ ହେବ ଜ୍ବର ଏକ କଫ ଜନିତ ସମସ୍ୟାରେ ପୀଡିତ ଥିଲେ । ଫୁସଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା…

CM Mohan Majhi: ଯୁବ OAS, IAS ଅଧିକାରୀଙ୍କ ଗିରଫଦାରୀ: ମୁଖ୍ୟମନ୍ତ୍ରୀ କହିଲେ, ‘ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ…

ଭୁବନେଶ୍ବର: ଏବେ ରାଜ୍ୟରେ ଅନେକ ଯୁବ ପ୍ରଶାସନିକ ଅଧିକାରୀ ଦୁର୍ନୀତିରେ ଲିପ୍ତ ଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ କଠୋର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ କର୍ମଚାରୀମାନଙ୍କୁ ଚେତାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…

IND vs PAK-‘No Handshake’: ‘ପାକିସ୍ତାନ ଖେଳାଳୀଙ୍କ ସହ ହ୍ୟାଣ୍ଡସେକ୍ ନାହିଁ’, ବିବାଦ ଉପରେ ମୁହଁ ଖୋଲିଲା…

ନୂଆଦିଲ୍ଲୀ: ଭାରତ ଏସିଆ କପ୍ ୨୦୨୫ରେ ପାକିସ୍ତାନକୁ ପରାସ୍ତ କରି ମ୍ୟାଚ୍ ଶେଷରେ ପାକିସ୍ତାନୀ ଖେଳାଳୀଙ୍କ ସହ ହାତ ନ ମିଳାଇ ଚାଲିଯାଇଥିଲେ । ଏବେ ଏହାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମ୍ୟାଚ୍ ରେଫରିଙ୍କ…

Dehradun Cloudburst: ଡେରାଡୁନ୍‌ରେ ବାଦଲଫଟା ବର୍ଷା; ୨ରୁ ୩ ଲୋକ ନିଖୋଜ, ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ…

ଡେରାଡୁନ୍‌: ଡେରାଡୁନ୍‌ରେ ପୁଣି ବାଦଲଫଟା ବର୍ଷା। ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ରାସ୍ତା, ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଡେରାଡୁନ-ହରିଦ୍ୱାର ଜାତୀୟ ରାଜପଥରେ ଥିବା ଏକ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ି ପାଣିରେ ବୁଡ଼ି ଯାଇଛି। ଏହି ଘଟଣା ଫନ୍…

India-US Trade Deal Talks: କ’ଣ ଭାରତର ଶୁଳ୍କ ହ୍ରାସ କରିବେ ଟ୍ରମ୍ପ?, ଦିଲ୍ଲୀରେ ଆମେରିକୀୟ ଦଳ, ଚାଲିବ ବାଣିଜ୍ୟ…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେବ। ଗତ ମାସରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ପ୍ରଥମ ଥର ପାଇଁ, ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ବାଣିଜ୍ୟ ଆଲୋଚନା ହେଉଛି, ଯାହା ପାଇଁ ସୋମବାର ରାତିରେ ଆମେରିକୀୟ…

ସୋସିଆଲ ମିଡିଆରେ ବିଚାରପତିଙ୍କ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ, ସସପେଣ୍ଡ ହେଲେ ଭଦ୍ରକ ଆଇନଜୀବୀ ହେମନ୍ତ ନାୟକ

ଭଦ୍ରକ: ଭଦ୍ରକର କାର୍ଯ୍ୟରତ ଆଇନଜୀବୀ ହେମନ୍ତ କୁମାର ନାୟକଙ୍କୁ ୨ ବର୍ଷ ପାଇଁ ଓକିଲାତି ପେଶାରୁ ବରଖାସ୍ତ କରିଛନ୍ତି ଓଡିଶା ଆଇନଜୀବୀ ପରିଷଦ କଟକ। ସେ ଭାରତ ବର୍ଷର କୌଣସି ବିଚାରଳୟରେ ଓକିଲାତି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି। କଟକସ୍ଥିତ ଓଡିଶା ଆଇନଜୀବୀ ପରିଷଦ ଜିଟିର ଗତ ୧୫…

Hirakud dam: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍, ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଫଳରେ ବଢୁଛି ହୀରାକୁଦ ଜଳସ୍ତର। ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ଦୁଇଟି ଗେଟ। ପୂର୍ବରୁ ୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ଏବେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର…