ନିର୍ଦ୍ଦେଶନାରେ ଏଣ୍ଟ୍ରି କରିବେ ରଣବୀର କପୁର…
ନୂଆଦିଲ୍ଲୀ: ରଣବୀର କପୁର ବଲିଉଡର ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ। ସେ ପ୍ରତ୍ୟେକ ସିନେମାରେ ତାଙ୍କର ଶକ୍ତିଶାଳୀ ଅଭିନୟ ସହିତ ଦର୍ଶକଙ୍କ ହୃଦୟ ଜିତିଥାନ୍ତି। ଆଉ ଏବେ ରଣବୀର କପୁର ନିର୍ଦ୍ଦେଶନାରେ ହାତ ଦେବାକୁ ଯାଉଛନ୍ତି।
ସେ କହିିଛନ୍ତି ଯେ ସେ ତାଙ୍କର ନିର୍ଦ୍ଦେଶନା ଡେବ୍ୟୁ…