Latest Odisha News

BREAKING NEWS

Monthly Archives

September 2025

୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ୫୨ ହଜାରରୁ ଅଧିକ ଯୁବ-ଯୁବତୀ ପାଇବେ ନିଯୁକ୍ତି

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୨୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି…

ଆସନ୍ତାକାଲିଠୁ ଅନର୍ଦ୍ଧିଷ୍ଟ କାଳ ଯାଏଁ ଝାଡୁ ବନ୍ଦ ଆନ୍ଦୋଳନ କରିବ ସଫେଇ ସଂଘ

ଭୁବନେଶ୍ୱର: ଦରମା ବୃଦ୍ଧି ଓ ବୋନସ ଦାବିରେ ଝାଡୁ଼ ବନ୍ଦ ଆନ୍ଦୋଳନ କରିବ ରାଜଧାନୀର ସଫେଇ ମଜଦୁର ସଂଘ । ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ଅନର୍ଦ୍ଧିଷ୍ଟ କାଳ ଯାଏ ଝାଡୁ଼ ବନ୍ଦ ଆନ୍ଦୋଳନ ଚାଲିବ । ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଏହି ନିଷ୍ପତ୍ତି ନେଇଛନ୍ତି । ଧାରଣାରେ ବସିବେ ସଫେଇ…

Habisha Brata: ୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ

ପୁରୀ: ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ ହେବ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ। ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପକ୍ରିୟା। ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା…

ସୁଭଦ୍ରା ପାଇଁ ଆଉ ଏକ ଖୁସି ଖବର, ଏଣିକି ଅଭିଯୋଗ କଲେ ତୁରନ୍ତ ସମସ୍ୟାର ହେବ ସମାଧାନ

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ଆସିଲା ଖୁସି ଖବର । ଅଭିଯୋଗ କଲେ ଏଣିକି ତୁରନ୍ତ ସମସ୍ୟାର ସମାଧାନ ହେବ । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮୫ ହଜାର ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି । ଆସନ୍ତା ଅକ୍ଟୋବର ୧୭ ତାରିଖ ମଧ୍ୟରେ ସୁଭଦ୍ରା ଯୋଜନାର ବର୍ଷ ପୂରଣ ହେବ । ଆଉ ଏହି ବର୍ଷ ପୂର୍ତ୍ତି…

୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟିତ୍ରୀ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଶୁକ୍ରବାର ବେତନଟି ବ୍ଲକର ପ୍ରତିମାଦେଇପୁର କ୍ଲଷ୍ଟର ଅନ୍ତର୍ଗତ ଖଣ୍ଡାଦେଉଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…

ନୋ ହ୍ୟାଣ୍ଡସେକ ବିବାଦ: କଣ ରହିଛି ଆଇସିସି ନିୟମ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ଭାରତ ରବିବାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚ ଏକ ନୂଆ ବିବାଦର ସୂତ୍ରପାତ କରିଛି । ଟସ ଏବଂ ମ୍ୟାଚ ଶେଷ ହେବା ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ପ୍ଲେୟର୍ସଙ୍କ ସହ ହାତ ମିଳାଇ ନ ଥିଲେ…

ଛାତ୍ରୀନିବାସରେ ଡାଇରିଆ ଆତଙ୍କ, ୧୩ ଛାତ୍ରୀ ଆକ୍ରାନ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରର ଏକ ଛାତ୍ରୀନିବାସରେ ଡାଇରିଆ ଆତଙ୍କ। ଏଠାରେ ହଠାତ୍ ୧୩ ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତ ଛାତ୍ରୀମାନେ କୁନ୍ଦୁରା ବ୍ଳକ ଭେଜାହାଣ୍ଡି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଥିବା…

ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର: ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ନାଲସାର, ହାଇଦ୍ରାବାଦ ଦଳକୁ ବିଜୟୀ ଘୋଷଣା କରାଯିବା ସହ ୨ ଲକ୍ଷ ଟଙ୍କାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରଯାଇଥିଲା। ସେହିପରି ଶାସ୍ତ୍ରା ୟୁନିଭରସିଟି ପ୍ରଥମ ରନର୍ସ-ଅପ୍…

ଓଡିଶା ପ୍ରୋ ଟି୨୦ ଲିଗ: ଭୁବନେଶ୍ୱର ଟାଇଗର୍ସ-କଟକ ପାନ୍ଥର୍ସ ମଧ୍ୟରେ ଉଦଘାଟନୀ ମୁକାବିଲା

କଟକ: ଆଉ ହାତ ଗଣତି ଦିନ ମଧ୍ୟରେ ଆରମ୍ଭ ହୋଇଯିବ ଓଡିଶା ପ୍ରୋ ଟି୨୦ ଲିଗର ଉଦଘାଟନୀ ସଂସ୍କରଣ । ରୋମାଂଚକ କ୍ରିକେଟର ଓଭରଡୋଜକୁ ମନଭରି ଉପଭୋଗ କରିବେ ପ୍ରଶଂସକ । ସେପ୍ଟମ୍ବର ୧୭ରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ସୂର୍ଯ୍ୟକାନ୍ତ ପ୍ରଧାନ ନେତୃତ୍ୱରେ ଭୁବନେଶ୍ୱର ଟାଇଗର୍ସ ସ୍ୱସ୍ତିକ…

ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା: ଅଭିଯୋଗ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ହୋମ୍‌ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ମାମଲା । ନିଯୁକ୍ତି କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ । କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ ଫର୍ମରୁ ଭିନ୍ନ ଥିବା…