ଭାରତର ଏହି ପୂର୍ବତନ କ୍ରିକେଟର କହିଲେ ପ୍ରଥମ ଥର ପାଇଁ ଦେଖିବେନି ଭାରତ-ପାକ ମ୍ୟାଚ
କୋଲକାତା: ଭାରତର ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ପ୍ରଥମ ଥର ପାଇଁ ମୁଁ ଭାରତ-ପାକିସ୍ତାନ ମ୍ୟାଚ ଦେଖିବି ନାହିଁ । ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ମୁଁ କୌଣସି ଟିମକୁ ଏଥର ସମର୍ଥନ…