Latest Odisha News
Monthly Archives

September 2025

CM Mohan Yadav Rescued: ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ବଡ଼ ବିପଦରୁ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ

ଭୋପାଳ: ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ମନ୍ଦସୌର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ହଟ୍ ଏୟାର ବେଲୁନରେ ନିଆଁ ଲାଗିଯାଇଥିଲା। ଏହା ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ବାହାରକୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଯଦି ହଟ୍ ଏୟାର…

Zero Accident Day: କେନ୍ଦୁଝରର ୧୩ଟି ବ୍ଲକରେ ଗଡ଼ିଲା ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥ

କେନ୍ଦୁଝର: ଆଜି କେନ୍ଦୁଝର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ “ଜିରୋ ଆକ୍ସିଡେଣ୍ଟ ଡେ” (ZAD) ବା ଶୂନ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ଦୁର୍ଘଟଣା-ଶୂନ୍ୟ ରାଜ୍ୟ ଭାବେ ଗଢିବା ପାଇଁ…

ଦରମା ମିଳିବା ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ‘ଆମ ବସ୍‌’ ଡ୍ରାଇଭର

ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲେ ‘ଆମ ବସ୍‌’ ଡ୍ରାଇଭର । ସୋମବାର ଦରମା ମିଳିବ ନେଇ ‘CRUT’ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ । ସୂଚନାଥାଉକି, ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଥିଲା । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼…

ବାମରା ତହସିଲଦାରଙ୍କୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ବର: ୧୫ ହଜାର ଲାଞ୍ଚ ନେବାବେଳେ ବାମରା ତହସିଲଦାର ଅଶ୍ବିନ ପଣ୍ଡା ଧରାପଡିବା ଘଟଣା । ଏନେଇ ବଡ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, ୨୦୧୯ ବ୍ୟାଚର ଟପର ଅଶ୍ୱିନୀ କୁମାର ପଣ୍ଡା ଲାଞ୍ଚ ନେଇ ଧରାପଡ଼ିଛନ୍ତି, ଆଜି କିମ୍ବା କାଲି ଭିତରେ ତାଙ୍କୁ…

India-Nepal Relations: ୩୫ ଲକ୍ଷ ଶ୍ରମିକ, ୩୨ ହଜାର ଗୁର୍ଖା ସୈନିକ, ପସନ୍ଦିତା ରାଷ୍ଟ୍ର…ଭାରତ ପାଇଁ…

ନୂଆଦିଲ୍ଲୀ: ସୁଧୁରୁଛି ପଡ଼ୋଶୀ ଦେଶ ନେପାଳ ସ୍ଥିତି । ଦେଶରେ ଜେନ ଜେଡଙ୍କ କ୍ରୋଧ ସରକାର ପରିବର୍ତ୍ତିନ କରିଛି । ବିଦ୍ରୋହର ତିନି ଦିନ ପରେ, ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସଂସଦ ଭାଙ୍ଗିବା ସହିତ, ତାଙ୍କୁ ଛଅ ମାସ ମଧ୍ୟରେ…

ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ଖୋଜିବା ପାଇଁ ପୁରସ୍କାର ଘୋଷଣା…

ଭୁବନେଶ୍ୱର: ଭୁବନେଶ୍ୱରରେ ସେପ୍ଟେମ୍ବର ୬ରୁ ଜଣେ ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ ଥିବା ନେଇ ସୂଚନା ମିଳିଛି।ଯେଉଁ ବ୍ୟକ୍ତି ତାଙ୍କ ବିଷୟରେ ସୂଚନା ଦେବ କମିଶନରେଟ୍ ପୋଲିସ ତାଙ୍କୁ ୨୫୦୦୦ ଟଙ୍କା ନଗଦ ପୁରସ୍କାର ଦେବା ନେଇ ଘୋଷଣା କରିଛନ୍ତି। ଏଥିସହିତ କମିଶନରେଟ୍ ପୋଲିସ, ୟୁପିଡି…

କ୍ଷୀର ଅପମିଶ୍ରଣ ଘଟଣାର ମାଷ୍ଟରମାଇଣ୍ଡ ଓ ସହଯୋଗୀ ଗିରଫ

ଭୁବନେଶ୍ୱର: କ୍ଷୀର ଅପମିଶ୍ରଣ କରୁଥିବା ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ଶନିବାର କଟକ ଜିଲ୍ଲାର ଗୁରୁଡିଝାଟିଆ ଅଞ୍ଚଳରେ ଏହି ବେଆଇନ କାର୍ଯ୍ୟର ମାଷ୍ଟରମାଇଣ୍ଡ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। ଗତ ସେପ୍ଟେମ୍ବର ୧୦ରେ ସୂଚନା ପାଇ ପୋଲିସ କୁସୁପାଙ୍ଗିରେ ଏକ କ୍ଷୀର…

୨୦୨୯ ଲୋକସଭା ନିର୍ବାଚନର ଭବିଷ୍ୟବାଣୀ କଲେ ଚନ୍ଦ୍ରବାବୁ ନାଇଡୁ, ଦେଶରେ କିଏ ଗଢିବ ସରକାର?

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏବେଠାରୁ ହିଁ ୨୦୨୯ ଲୋକସଭା ନିର୍ବାଚନର ଭବିଷ୍ୟବାଣୀ କରିସାରିଛନ୍ତି। ସେ ୨୦୨୯ ମସିହାରେ କାହାର ସରକାର ଗଠନ ହେବ ତାହା କହିସାରିଛନ୍ତି। ଏନ ଚନ୍ଦ୍ରବାବୁ ନାଇଡୁ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ୨୦୨୯ ମସିହାରେ କ୍ରମାଗତ…

ରାଜ୍ୟର ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ଅତି କମରେ ୧୫ଟି ଜିଲ୍ଲାରେ ଶନିବାର ଅପରାହ୍ନରେ ବର୍ଷା, ବଜ୍ରପାତ ସହ ପବନ ବହିବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଏବଂ କଟକ ସହର ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଅଛି। ଜାରି ବୁଲେଟିନ…

India votes Palestine’s Statehood: ଇସ୍ରାଏଲକୁ ବଡ ଝଟକା; ସ୍ୱାଧୀନ ଦେଶ ହେବ ପାଲେଷ୍ଟାଇନ, ଜାତିସଂଘରେ…

ନୂଆଦିଲ୍ଲୀ: ଇସ୍ରାଏଲକୁ ବଡ଼ ଝଟକା । ପାଲେଷ୍ଟାଇନକୁ ଏକ ସ୍ୱତନ୍ତ୍ର ଦେଶ କରିବା ପ୍ରସ୍ତାବ ଜାତିସଂଘ ସାଧାରଣ ସଭା (UN)ରେ ପାରିତ ହୋଇଛି। ଭାରତ ମଧ୍ୟ ଏହାକୁ ସମର୍ଥନ କରିଛି । ବିଶ୍ୱର ୧୪୨ଟି ଦେଶ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ଦେଶ ଭାବରେ ମାନ୍ୟତା ଦେବାକୁ ସମର୍ଥନ କରିଛନ୍ତି। ଏହାକୁ…