ବିଦେଶରେ ସୁରକ୍ଷା ପ୍ରୋଟୋକଲ ମାନିନଥିଲେ ରାହୁଲ ଗାନ୍ଧୀ; ଚିଠି ଲେଖିଲା ସିଆରପିଏଫ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରକ୍ଷା ପ୍ରୋଟୋକଲ ଉଲଂଘନ କରିବା ସହ ସୁରକ୍ଷାରେ ଅବହେଳା କରିବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ସିଆରପିଏଫ ଡିଜି ସିକ୍ୟୁରିଟି ଏକ ଚିଠି ଲେଖିଛନ୍ତି।
ରାହୁଲ ଗାନ୍ଧୀ ତାଙ୍କର Z+ ସହିତ ASL…