Trump-Netanyahu: ଆମେରିକାକୁ ପ୍ରଶଂସା, ନେତାନ୍ୟାହୁଙ୍କୁ ନିନ୍ଦା?
ନୂଆଦିଲ୍ଲୀ: ଇସ୍ରାଏଲ ମଙ୍ଗଳବାର କତାର ରାଜଧାନୀ ଦୋହା ଉପରେ ବଡ ବିମାନ ଆକ୍ରମଣ କରିଛି। ଦୋହାରେ ଇସ୍ରାଏଲର ଆକ୍ରମଣ ପାଇଁ ନେତାନ୍ୟାହୁଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୋହାରେ ସାମରିକ ଆକ୍ରମଣକୁ ଯଥାର୍ଥ କହିଛନ୍ତି।…