Latest Odisha News
Monthly Archives

September 2025

World Suicide Prevention Day: ରାଜ୍ୟରେ ଆଉ କେହି ନେବେନି ନିଜ ଜୀବନ: ମୁଖ୍ୟମନ୍ତ୍ରୀଙ୍କ ‘ଜୀବନ…

ଭୁବନେଶ୍ବର: ରାଜ୍ୟରେ ଲଗାତାର ବିଭିନ୍ନ ବୟସ ବର୍ଗର ଲୋକେ ଏବଂ କଲେଜରେ ଯୁବବର୍ଗ ନିଜ ଜୀବନ ନେବା ଘଟଣାରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସାରା ବିଶ୍ବରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନସଚେତନା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର…

Odisha Vigilance: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

କେନ୍ଦୁଝର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଫରେଷ୍ଟ ଟ୍ରେନିଂ ସ୍କୁଲ୍‌ର କିରାଣି ରୁପଚାନ୍ଦ ନାଏକ ପେନସନ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ମାଡିବସିଲା ଭିଜିଲାନ୍ସ। ଜଣେ ହିତାଧିକାରୀଙ୍କ ଏରିଅର ଓ…

Clean Air City Survey: ସ୍ୱଚ୍ଛ ବାୟୁ ସର୍ବେକ୍ଷଣ: କମ୍‌ ଜନସଂଖ୍ୟା ଥିବା ସହର ବର୍ଗରେ ତୃତୀୟ ସ୍ଥାନରେ ଅନୁଗୁଳ

ଭୁବନେଶ୍ୱର: ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୫ ରେ ତିନି ଲକ୍ଷରୁ କମ୍ ଜନସଂଖ୍ୟା ଥିବା ସହରଗୁଡ଼ିକ ମଧ୍ୟରୁ 'ଜାତୀୟ ସ୍ୱଚ୍ଛ ବାୟୁ ସହର' ପୁରସ୍କାରରେ ଓଡ଼ିଶାର ଅନୁଗୁଳ ଜିଲ୍ଲା ତୃତୀୟ ସ୍ଥାନ ହାସଲ କରିଛି। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEFCC) ମଙ୍ଗଳବାର ଦିନ…

୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦଯାପିତ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଅନୁଷ୍ଠିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଉଦଯାପିତ ହୋଇଯାଇଛି। ଚାରିଦିନ ଧରି ଅନୁଷ୍ଠିତ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ…

Nepal Gen Z Unrest: ପ୍ଲିଜ ମୋତେ ବଞ୍ଚାଇ ଦିଅ…. ନେପାଳରେ ଫସିଥିବା ଭାତୀୟ ମହିଳାଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ : ଯୁଦ୍ଧଭୂମିରେ ପରିଣତ ହେଲା ନେପାଳ ରାଜଧାନୀ । ସଂସଦ ଭବନରେ ଲଗାଇଲେ ନିଆଁ, ଆଉ ଲୁହବୁହା ଗ୍ୟାସ୍‌ରେ ଅଣନିଶ୍ବାସୀ ଯୁବପିଢ଼ି... ହସ୍ପିଟାଲରେ ବେଡ୍‌ର ସଂକଟ ଦେଖାଦେଉଛି...ରାସ୍ତାରେ ଆମ୍ବୁଲାନ୍ସର ସାଇରନ୍‌ ଶୁଭୁଛି...ଏକ ଯୁଦ୍ଧଭୂମିରେ ପରିଣତ ହୋଇଛି ନେପାଳର…

Nepal Gen Z Protest: ରାତିରେ କାଠମାଣ୍ଡୁକୁ କବଜା କଲା ସେନା, ତଥାପି ଥମୁନି ବିଦ୍ରୋହର ବହ୍ନି, ଏବେ କ’ଣ…

ନୂଆଦିଲ୍ଲୀ: ସୋସିଆଲ ମିଡିଆକୁ ବ୍ୟାନ ଏବଂ ଦୁର୍ନୀତି ଅଭିଯୋଗରେ ନେପାଳରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଏକ ଭୟଙ୍କର ଏବଂ ବିପଜ୍ଜନକ ରୂପ ନେଇଛି । ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କ ସହିତ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଏହା ପରେ…

Manmohan samal: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ପ୍ରତିକ୍ରିୟା ରଖିଲେ ମନମୋହନ ସାମଲ

ଭୁବନେଶ୍ବର:ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ବିଜେଡିର ଦଳୀୟ ନିଷ୍ପତ୍ତି, ବିଜେପି ନିଜ ରାସ୍ତାରେ ଅଛି । ସୂଚନାଥାଉକି, ନୂଆଦିଲ୍ଲୀ ଗସ୍ତ…

VP CP Radhakrishnan: ଦେଶର ନୂଆ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କ ସୁରକ୍ଷା ବୃଦ୍ଧି, Z+ କଭର ସହିତ ସୁରକ୍ଷା ଦେବେ…

ନୂଆଦିଲ୍ଲୀ: ବଢିଲା ଉପରାଷ୍ଟ୍ରପତିଙ୍କ ସୁରକ୍ଷା । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) 'Z+' ବର୍ଗର କଭର ଅଧୀନରେ ଭାରତର ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇଛି । ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦାଧିକାରୀଙ୍କ ନିକଟତମ ସୁରକ୍ଷା ପାଇଁ ଏଲିଟ୍…

Puri Jagannath Temple: ଅଭାବନୀୟ ଘଟଣା: ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ, ଯୁବକ ଅଟକ

ପୁରୀ: ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଯୁବକଙ୍କ ଉଦ୍ୟମ। ସିଂହଦ୍ଵାର ବନ୍ଦ ଥିବା ସମୟରେ ଯୁବକ ଜଣକ ଏଭଳି ଉଦ୍ୟମ କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିରରେ ଚପଲ ପିନ୍ଧି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ…

Sweden’s health minister collapses: ମନ୍ତ୍ରୀ ପଦ ପାଉ ପାଉ ଟଳିପଡିଲେ ସ୍ବାସ୍ଥ୍ୟମନ୍ତ୍ରୀ, ମଞ୍ଚ ଉପରେ…

ନୂଆଦିଲ୍ଲୀ: ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ମଞ୍ଚରେ ଅଚେତ ହୋଇଗଲେ ସ୍ବାସ୍ଥ୍ୟମନ୍ତ୍ରୀ । ସ୍ୱିଡେନର ନବନିଯୁକ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଏଲିସାବେଟ୍ ଲାନ୍ ମଙ୍ଗଳବାର ଏକ ଲାଇଭ୍ ପ୍ରେସ୍ କନଫରେନ୍ସ ସମୟରେ ଅଚେତ ହୋଇ ତଳେ ପଡ଼ିଗଲେ। ତେବେ ସ୍ବାସ୍ଥ୍ୟମନ୍ତ୍ରୀ…