India-US trade talks: ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ, ଟାରିଫ ବିବାଦର ସମାଧାନ ପାଇଁ ଭରପୂର ଉଦ୍ୟମ
ନୂଆଦିଲ୍ଲୀ: ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ। ପୁଣି ଭାରତ ଏବଂ ଆମେରିକା ହେବେ ଘନିଷ୍ଠ ବନ୍ଧୁ। କାରଣ ଟାରିଫ ବିବାଦର ସମାଧାନ ପାଇଁ ଚାଲିଛି ଭରପୂର ଉଦ୍ୟମ। ଟ୍ରମ୍ପ କହିଛନ୍ତି, ବାଣିଜ୍ୟ ପ୍ରତିବନ୍ଧକ ଦୂର ପାଇଁ ଜାରି ରହିଛି ଆଲୋଚନା। ବନ୍ଧୁ ମୋଦିଙ୍କ ସହ କଥା ହେବା ପାଇଁ କରିଛି ଅପେକ୍ଷା।…