BRIBERY CASE: ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ସେକ୍ସନ ଅଫିସର, ୩ ବର୍ଷ ଜେଲ ଦଣ୍ଡାଦେଶ
ଭୁବନେଶ୍ୱର: ଏକ ଲାଞ୍ଚ ମାମଲାରେ ବଲାଙ୍ଗୀର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ବଲାଙ୍ଗୀର ଜିଲ୍ଲା ଅଗଳପୁର ତହସିଲ କାର୍ଯ୍ୟାଳୟର ପୂର୍ବତନ ସେକ୍ସନ ଅଧିକାରୀ କିଶୋର ଚନ୍ଦ୍ର ଖାରସେଲଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ କୋର୍ଟ କିଶୋରଙ୍କୁ ଆର୍ଥିକ ଜରିମାନାରେ…