Latest Odisha News

BREAKING NEWS

Monthly Archives

November 2025

Sultan Azlan Shah cup 2025: ୪ର୍ଥ ଥରପାଇଁ ରୌପ୍ୟ ଜିଣିଲା ଭାରତ…ବେଲଜିୟମର ପ୍ରଥମ ଟାଇଟଲ

ନୂଆଦିଲ୍ଲୀ:ଭାରତ ୪ର୍ଥ ଥର ପାଇଁ ରୌପ୍ୟ ପଦକ ହାସଲ କରିଛି । ସୁଲତାନ ଆଜଲାନ ଶାହ କପ୍ ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମ ଠାରୁ ୦-୧ ଗୋଲରେ ପରାସ୍ତ ହୋଇଛି । ରବିବାର ମାଲେସିଆର ଇପୋହରେ ଅନୁଷ୍ଠିତ ଛଅ ଦଳୀୟ ସୁଲତାନ ଆଜଲାନ ଶାହ ଟୁର୍ଣ୍ଣାମେଣ୍ଟରେ ବେଲଜିୟମ ପ୍ରଥମ ଟାଇଟଲ ହାସଲ…

ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚ; ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଲା ଓସିଏ 

ଭୁବନେଶ୍ବର: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚର ଟିକେଟ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ…

Gun Factory: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ୨ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ାରେ ବନ୍ଧୁକ ତିଆରି କାରଖାନା ଠାବ । ବନ୍ଧୁକ ତିଆରି କାରଖାନା ଠାବ ନେଇ ଏସ୍‌ପିଙ୍କ ସୂଚନା ।ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଶରଣକୁଳ ଥାନା ଜାକେଡ଼ା ଗ୍ରାମର ପ୍ରଶାନ୍ତ ବିଶ୍ୱାଳ ଏବଂ ରଣପୁର ଥାନା…

୭ ଓଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ…

ଭୁବନେଶ୍ୱର: ଓଡ଼ିଶା ସରକାର ୭ ଜଣ ଓଏଏସ ଅଧିକାରୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ଭାବରେ ନିଯୁକ୍ତି ଦିଆଯାଇଥିବା ନେଇ ଓଡ଼ିଶା ସରକାର ସୂଚନା ଦେଇଛନ୍ତି। ଏଥିସହିତ ଅନ୍ୟ ତିନି ଜଣଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗକୁ ଫେରାଇ ଆଣିଥିବା ନେଇ ମଧ୍ୟ ସୂଚନା…

ଜାଣନ୍ତୁ କ’ଣ ଏହି Dark Web? ଇଣ୍ଟରନେଟରେ ସର୍ଚ୍ଚ କଲେ…

ନୂଆଦିଲ୍ଲୀ:  ଆପଣ ହୁଏତ ଅନେକ ଥର ଇଣ୍ଟରନେଟ ବ୍ୟବହାର କରିଛନ୍ତି, ଗୁଗୁଲରେ ସର୍ଚ୍ଚ କରିଛନ୍ତି, ସୋସିଆଲ ମିଡିଆ ବ୍ରାଉଜ କରିଛନ୍ତି, YouTube ଦେଖୁଛନ୍ତି କିମ୍ବା ଅନଲାଇନରେ ସପିଂ ମଧ୍ୟ କିଣାକିଣି କରୁଛନ୍ତି। କିନ୍ତୁ ଏସବୁ ହେଉଛି ସରଫେସ ୱେବ ନାମରେ ପରିଚିତ ଯାହା ଇଣ୍ଟରନେଟର ଏକ ଅଂଶ।…

ଜିଲ୍ଲାପାଳ ଓ କମିଶନର୍‌ଙ୍କ ମଧ୍ୟରେ କିଏ ଅଧିକ ପାୱରଫୁଲ ? ଜାଣନ୍ତୁ ଅନେତ କୋଚକ କଥା

ନୂଆଦିଲ୍ଲୀ: ଦେଶରେ ପ୍ରଶାସନିକ ପଦବୀକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ଦେଖାଦେଇଥାଏ। ବିଶେଷକରି ଡିଏମ୍‌ (ଜିଲ୍ଲାପାଳ) ଓ ପୁଲିସ୍‌ କମିଶନର୍‌ ଭଳି ବଡ଼ ପଦବୀକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ। ଲୋକେ ଜାଣିବାକୁ ଚାହାନ୍ତି ଯେ, ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ, କାହାର…

କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ; ସମ୍ପତ୍ତି ବିବରଣୀ ନଦେଲେ ହେବନି ପଦୋନ୍ନତି…

ଭୁବନେଶ୍ୱର: ରାଜ୍ୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସେମାନଙ୍କର ବାର୍ଷିକ ସମ୍ପତ୍ତିର ବିବରଣୀ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ବାରମ୍ବାର ମନେ ପକାଇବା ସତ୍ତ୍ୱେ ମଧ୍ୟ ନିର୍ଦ୍ଦେଶ ପାଳନ କରାଯାଉନଥିବାରୁ ସରକାର ଏହି ନିଷ୍ପତ୍ତି ନେଇଥିବା…

Tamilnadu Accident: ଦୁଇ ସରକାରୀ ବସ୍ ମୁହାଁମୁହିଁ ଧକ୍କା; ୮ମହିଳା ସମେତ ୧୧ ମୃତ

ଚେନ୍ନାଇ:ରବିବାର ଦିନ ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ଦୁଇଟି ସରକାରୀ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଆଠ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୨୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକମାନେ ଘଟଣାସ୍ଥଳକୁ…

ଗୁଗୁଲରେ ଏହି ୪ଟି ଜିନିଷ ଜମା କରନ୍ତୁନି ସର୍ଚ୍ଚ, ଗିରଫ ହେଲେ ମିଳିବନି ବେଲ୍‌

ନୂଆଦିଲ୍ଲୀ: ଇଣ୍ଟରନେଟ ଆମ ଜୀବନକୁ ଯେତେ ସହଜ କରିଛି, ସେତିକି ବିପଦ ସୃଷ୍ଟି କରିଛି। ବିଶେଷକରି ଗୁଗୁଲ ଭଳି ସର୍ଚ୍ଚ ଇଞ୍ଜିନ ସହିତ, ଯେଉଁଠାରେ ଆମେ ଚିନ୍ତା ନକରି କିଛି ବି ସର୍ଚ୍ଚ କରୁ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ କିଛି ଶବ୍ଦ, ପ୍ରଶ୍ନ କିମ୍ବା ବିଷୟ ଗୁଗୁଲରେ ଖୋଜିବା ଗମ୍ଭୀର ସମସ୍ୟା…

ବହୁବିବାହ ଉପରେ ଆସିଲା ଆଇନ ! ପୂର୍ବରୁ ଦୁଇଟି ବିବାହ କରିଥିଲେ….

ନୂଆଦିଲ୍ଲୀ: ବହୁବିବାହ ଉପରେ ରୋକ୍‌ ଲଗାଇ ଦେଶର ଉତ୍ତରପୂର୍ବାଞ୍ଚଳୀୟ ରାଜ୍ୟ ଅସାମ ଐତିହାସିକ ପଦକ୍ଷେପ ନେଇଛି। ଅସାମ ବିଧାନସଭାରେ ଗତ ମଙ୍ଗଳବାର ଅସାମ ବହୁବିବାହ ନିଷେଧ ବିଧେୟକ, ୨୦୨୫ ପାସ୍‌ ହୋଇଯାଇଛି। ଏହାପରେ ରାଜ୍ୟରେ ଏକାଧିକ ବିବାହ କରିବା ସମ୍ପୂର୍ଣ୍ଣ ଅବୈଧ ହୋଇଛି। ବଡ଼ କଥା…