Latest Odisha News

BREAKING NEWS

Monthly Archives

November 2025

କୋହଲି, କୂଲଦୀପଙ୍କ ପ୍ରଭାବୀ ପ୍ରଦର୍ଶନ: ରୋମାଂଚକର ମୁକାବିଲାରେ ଜିତିଲା ଟିମ ଇଣ୍ଡିଆ

ରାଂଚୀ: ବିରାଟ କୋହଲିଙ୍କ ଶତକ ଓ କୂଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ରୋମାଂଚକର ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚକୁ ୧୭ ରନରେ ଜିିତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୩୪୯ ରନ କରିଥିଲା । କୋହଲି…

Odisha Industry Conclave 2025: ଓଡ଼ିଶା ହେବ ପୂର୍ବ ଭାରତର MSME ଗେଟ ୱେ: ମୋହନ ମାଝୀ

ଭୁବନେଶ୍ୱର: ଆଜି ସ୍ଥାନୀୟ ରେଳ ସଦନ ଠାରେ ଲଘୁ ଉଦ୍ୟୋଗ ଭାରତୀ ଓଡ଼ିଶା ଦ୍ୱାରା ଆୟୋଜିତ ଓଡିଶା ଶିଳ୍ପ ସମ୍ମିଳନୀ : ୨୦୨୫ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ସେ କହିଥିଲେ ଯେ ଏହି ସମାବେଶ ଆମର MSME କ୍ଷେତ୍ରରେ ଔଦ୍ୟୋଗୀକତା ନବସୃଜନକୁ (…

ଅନ୍ୟ ଜାତିରେ ବିବାହ କଲେ ବଦଳିଯାଏ ବାପ ଘର ସମ୍ପତ୍ତିର ଅଧିକାର? କୋର୍ଟ କହିଲେ….

ନୂଆଦିଲ୍ଲୀ: ବଦଳି ଯାଇଥିବା ସମ୍ପର୍କ ମଧ୍ୟରେ ଅନେକ ଝିଅ କେବଳ ଏହି କାରଣରୁ ନିଜର ପୈତୃକ ସମ୍ପତ୍ତି ପାଇପାରୁନାହାନ୍ତି, କାରଣ ସେ ନିଜ ଇଚ୍ଛାରେ ବାହାଘର କରିଛି, ତାହା ମଧ୍ୟ ଅନ୍ୟ ଜାତିରେ। ପରିବାରର ଯୁକ୍ତି ସ୍ପଷ୍ଟ ରହିଥାଏ ଯେ, “ଏବେ ତୁ ଆଉ ଆମ ଘରର ଝିଅ ନୁହଁ।” କିନ୍ତୁ ଗୁଜରାଟ…

Barabati T20: କାଲିଠୁ ବାରବାଟୀ ପାଇଁ ଅନଲାଇନ୍ ଟିକେଟ ବିକ୍ରି; ଏତିକି ଟଙ୍କାରେ ମିଳିବ ଟିକେଟ…

କଟକ: ଆସନ୍ତା ଡ଼ିସେମ୍ବର ୯ ତାରିଖରେ ଆନ୍ତର୍ଜାତୀୟ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ।ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଡିସେମ୍ବର ୧ ତାରିଖରେ ଅନଲାଇନରେ ଆରମ୍ଭ ହେବ ଟିକେଟ…

ବାରବାଟୀ ଟି୨୦ ପାଇଁ ପ୍ରସ୍ତୁତି ଶେଷ: ଟିକେଟ ଦର ଚୂଡାନ୍ତ, ଏଥର ମ୍ୟାଚକୁ ଅପେକ୍ଷା

କଟକ: ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ବହୂ ପ୍ରତୀକ୍ଷିତ ଟି୨୦ ମ୍ୟାଚ ଖେଳାଯିବ । ଏଥିନେଇ ଓସିଏ ପକ୍ଷରୁ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି । ଡିସେମ୍ବର ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ । ମୋଟ ୨୩୦୦୦ ଟିକେଟ ବିକ୍ରି କରାଯିବ ।…

ରାଉରକେଲାରେ ଅନଲାଇନ ଫ୍ରଡ୍ ଗ୍ୟାଙ୍ଗର ପର୍ଦ୍ଦାଫାସ; ୪ ଗିରଫ

ରାଉରକେଲା: ବିଭିନ୍ନ ରାଜ୍ୟରେ ସକ୍ରିୟ ଥିବା  ଅନଲାଇନ୍ ଠକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ବିକ୍ରୟ କରିବା ଅଭିଯୋଗରେ ରବିବାର ରାଉରକେଲା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ମଧ୍ୟରେ ତିନି ଜଣ ବ୍ୟାଙ୍କ କର୍ମଚାରୀ ଥିବା ନେଇ ମଧ୍ୟ ସୂଚନା ମିଳିଛି। ସେମାନଙ୍କ ସ୍ମାର୍ଟ ଫୋନରୁ…

ବାରବାଟୀ T-20 ମ୍ୟାଚ୍ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି, ମହାପ୍ରଭୁଙ୍କୁ ପ୍ରଥମ ଟିକେଟ ଲାଗି

ପୁରୀ: କଟକର ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ମ୍ୟାଚ୍ ପାଇଁ ରବିବାର ପ୍ରଥମ ଟିକେଟ ପ୍ରଭୁ ଜଗନ୍ନାଥଙ୍କୁ ଦିଆଯାଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ପ୍ରଭୁ ଜଗନ୍ନାଥଙ୍କ…

Maoists Surrender: ଭୁଶୁଡୁଛି ମାଓ ଗଡ଼, ୩୭ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର: ୩୭ ଜଣ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ପୋଲିସ ପୋଲିସ ଅଧୀକ୍ଷକ ଗୌରବ ରାୟ ଏବଂ ASP ରାମକୁମାର ବର୍ମନଙ୍କ ନେତୃତ୍ୱରେ ସମସ୍ତ ନକ୍ସଲବାଦୀ ଦାନ୍ତେୱାଡାର ଡିଆରଜି କାର୍ଯ୍ୟାଳୟରେ…

କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ଗୁଜବ ନେଇ ମୁହଁ ଖୋଲିଲେ ବିସିସିଆଇ ସେକ୍ରେଟାରୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିରାଟ କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ଗୁଜବ ଜୋର ଧରିଥିଲା । ରିପୋର୍ଟ ପ୍ରକାଶ ପାଇଥିଲା ଯେ, ବିସିସିଆଇ ଦୁଇ ମହାନ ଖେଳାଳି କୋହଲି ଏବଂ ରୋହିତ ଶର୍ମାଙ୍କୁ ଟେଷ୍ଟ ଅବସର ନିଷ୍ପତିରୁ ଓହରିଯିବା…

Homeless families: ଯୋଗ୍ୟ ଭୂମିହୀନଙ୍କୁ ଘର ଦିଅ…ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶନାମା

ଭୁବନେଶ୍ବର: ଯୋଗ୍ୟ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ ପାଇଁ ନିର୍ଦ୍ଦେଶ। ଏ ନେଇ ଜିଲ୍ଲାପାଳମାନଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଭୂମିହୀନ ସମସ୍ୟାର ସମାଧାନ ପାଇଁ ପ୍ରତି ମାସର ପ୍ରଥମ ଶନିବାର ବିଡିଓ ଏବଂ ସମ୍ପୃକ୍ତ ତହସିଲଦାରଙ୍କ ସହିତ ଏକ…