Latest Odisha News

BREAKING NEWS

Monthly Archives

November 2025

M.S Umesh passes away ୮୦ ବର୍ଷ ବୟସରେ କନ୍ନଡ଼ ଅଭିନେତା ଉମେଶଙ୍କ ପରଲୋକ…

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଛି। ସେ ୮୯ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଏବେ ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଘଟିଛି । ଦକ୍ଷିଣ ଭାରତୀୟ ସିନେମାରୁ ଏକ…

ମାଗଣା ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ଡାକ୍ତରଖାନା ଯିବାକୁ ଆଉ ହନ୍ତସନ୍ତ ହେବେନି ରୋଗୀ । ରାଜ୍ୟରେ ଗଡିବ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ । ନୂଆବର୍ଷ ପୂର୍ବରୁ ଗଡିବା ନେଇ ଯୋଜନା ରହିଥିବାବେଳେ, ଗାଡ଼ି ଆସି ସାରିଛି । ଏବେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି । ନିର୍ଦ୍ଦେଶନାମା ଅନୁସାରେ ୫ ବର୍ଷ ପୂରଣ…

SIR Form Filling Last Date: SIR ଫର୍ମ ଦାଖଲର ଶେଷ ତାରିଖ କରାଗଲା ବୃଦ୍ଧି…ଏହି ଦିନ ସୁଦ୍ଧା ଫର୍ମ କରନ୍ତୁ…

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ଭଲ ଖବର ଆସିଛି । ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ (SIR-Special Intensive Revision ) ପାଇଁ ଶେଷ ତାରିଖ ବୃଦ୍ଧି କରାଯାଇଛି। ଏବେ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ SIR ଫର୍ମ ପୂରଣ କରିପାରିବେ। ବର୍ତ୍ତମାନ ୧୨ଟି ରାଜ୍ୟ ଏବଂ…

କିଟ୍‌ରେ ୨୬ ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‍ଘାଟିତ

ଭୁବନେଶ୍ୱର: ୨୬ ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଏବଂ ଏସ୍‍ଡିଜି: ସାଇନ୍‍ସ ଆଣ୍ଡ ଟେକ୍ନୋଲୋଜି ଇନୋଭେସନ୍‍ସ ବିଷୟବସ୍ତୁ ଆଧାରିତ ସଷ୍ଟେନେବଲ୍‍ ଗ୍ରୀନ୍‍ ଫ୍ରଣ୍ଟିୟର୍ସ ଉପରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ କିଟ୍‌ରେ ଉଦ୍‍ଘାଟିତ ହୋଇଯାଇଛି। ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନ…

Human Washing Machine: ମଣିଷ ଶରୀରକୁ ଚୁଟକିରେ ସଫା କରୁଛି ଏହି ମେସିନ…

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ପ୍ରକାର ଟେକ୍ନୋଲେଜି ବାହାରିଲାଣି ଯାହା ପ୍ରତିଟି କାମକୁ ସହଜରେ କରିଦେଉଛି । ଏପରି ଅନେକ ମେସିନ ଯାହା କଷ୍ଟ କାମକୁ ଅଳ୍ପ ସମୟ ଭିତରେ ବିନା ପରିଶ୍ରମରେ କରିଥାଏ । ଏହାରି ଭିତରେ ଅନେକ ଲୋକ ଅଛନ୍ତି  ଯେଉଠମାନଙ୍କୁ ଗାଧୋଇବାକୁ ବହୁତ ଅଳସୁଆ ଲାଗେ । ଆଉ…

୪ ନମ୍ବର ମାଛ ମାର୍କେଟରେ ହେବ ନବକଳେବର, ଆମିଷ ବଜାରରୁ ହଟିବ ଜବରଦଖଲ

ଭୁବନେଶ୍ୱର: ୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ । ନୂଆ ରୂପ ପାଇବ ଭୁବନେଶ୍ୱର ମହାନଗର ନିଗମ ଅଧୀନ ୪ ନମ୍ବର ମାଛ ମାର୍କେଟ । ଆଜି ସକାଳୁ ବିଏମସି କମିଶନର ଚଞ୍ଚଲ ରଣାଙ୍କ ସହ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ । ମେୟର କହିଛନ୍ତି ଯେ, ନୂଆ ଦୋକାନ,…

ଆକ୍ସନ ମୋଡ଼ରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ: ୧୦ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ବୌଦ୍ଧ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍ ଦେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ । ୮ଟି ସ୍କୁଲର ୩ ଜଣ ପ୍ରଧାନଶିକ୍ଷକଙ୍କ ସମେତ ୧୦ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ବିରୋଧରେ ଗୋଷ୍ଠୀ…

ଦିଲ୍ଲୀ, ମୁମ୍ବାଇ ପକ୍ଷରୁ ବିଜୟ ହଜାରେ ଟ୍ରଫି ଖେଳିପାରନ୍ତି କୋହଲି, ରୋହିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଗାମୀ ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଆଗ୍ରହ ରଖିଛନ୍ତି । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଫର୍ମ ଏବଂ ଫିଟନେସ ବଜାୟ ରଖିବା ପାଇଁ ବିସିସିଆଇ ଉଭୟଙ୍କୁ ଘରୋଇ କ୍ରିକେଟ ଖେଳିବା…

SI Scam: ଜେଲ୍ ଫେରିଲେ ୪ ଅଭିଯୁକ୍ତ, ରିମାଣ୍ଡରେ ଯାଇପାରନ୍ତି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ…

ଭୁବନେଶ୍ୱର: ପୋଲିସ ଏସଆଇ ଚାକିରି ମହାଘୋଟାଲା ମାମଲାରେ ଝାରପଡା ଜେଲ୍ କୁ ଫେରିଛନ୍ତି ୪ ଅଭିଯୁକ୍ତ । ତଫିନ ଅହମ୍ମଦ ଖାନ୍, ବିଶ୍ୱଜିତ୍ ହରିଚନ୍ଦନ, ବିଶ୍ୱରଞ୍ଜନ ବେହେରା ଓ ଲୋକନାଥ ସାହୁକୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରିଛି ସିବିଆଇ । ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ…

ଆଇପିଏଲରୁ ଅବସର ନେଲେ ରସେଲ

କୋଲକାତା: ବିଶ୍ୱ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ଭାବେ ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଇପିଏଲ ୨୦୨୬ ପୂର୍ବରୁ ହେବାକୁ ଥିବା ନିଲାମରେ ସେ ସାମିଲ ହେବେ ବୋଲି ଆଶା କରାଯାଉଥିଲା । ମାତ୍ର ସେ ସମସ୍ତଙ୍କୁ ଚକିତ କରି ରବିବାର ଆଇପିଏଲରୁ ଅବସର…