Latest Odisha News

BREAKING NEWS

Monthly Archives

November 2025

Winter Session of Parliament : କାଲିଠାରୁ ସଂସଦ ଅଧିବେଶନ ଆରମ୍ଭ,ସର୍ବଦଳୀୟ ବୈଠକରେ ହଙ୍ଗାମା

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖରେ ଆରମ୍ଭ ହେଉଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଶାସକ ଏବଂ ବିରୋଧୀ ଉଭୟ ଦଳର ସମସ୍ତ ପ୍ରମୁଖ ନେତା ଯୋଗ ଦେଇଥିଲେ। ବୈଠକ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ…

୩୩ ଜଣ ୱାରେଣ୍ଟ ଆସାମୀଙ୍କୁ ପଳାତକ ଘୋଷଣା

କଟକ: କଟକ ଜିଲ୍ଲାରେ ବର୍ଷ ବର୍ଷ ହେଲା ଫେରାର୍ ଥିବା ୩୩ ଜଣ ୱାରେଣ୍ଟ୍ ଆସାମୀଙ୍କୁ କଟକ ଜିଲ୍ଲା ପୋଲିସ ପଳାତକ ଘୋଷଣା କରିଛି । ସମ୍ପୃକ୍ତ ୩୩ ଜଣଙ୍କ ୱାରେଣ୍ଟ୍ ଆସାମୀଙ୍କ ସ୍ଥାୟୀ ଠିକଣାରେ ଥାନା ଅଧିକାରୀମାନେ ପହଞ୍ଚିଛନ୍ତି । ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଆସାମୀଙ୍କ ଗାଁରେ…

Imran Khan : ଇମ୍ରାନଙ୍କ ଭଉଣୀ ଦେଲେ ଧମକ,’ମୋ ଭାଇର କିଛି ହେଲେ ପାକିସ୍ତାନ ନିଆଁରେ ଜଳିଯିବ’…

ନୂଆଦିଲ୍ଲୀ : ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତାଙ୍କ ହତ୍ୟା ଗୁଜବ ସମସ୍ତଙ୍କୁ ଦୋହଲାଇ ଦେଇଥିଲା, ଯାହା ଫଳରେ ଶାହବାଜ ସରିଫଙ୍କ ସରକାର ସ୍ପଷ୍ଟୀକରଣ ଦେଇଥିଲେ ଯେ ସେ ସୁସ୍ଥ ଅଛନ୍ତି। ତଥାପି, ସରକାରଙ୍କ ସ୍ପଷ୍ଟୀକରଣ ପରେ ମଧ୍ୟ ଅନେକ କଳ୍ପନାଜଳ୍ପନା ଜାରି ରହିଛି।…

Putin’s India visit: ଭୟରେ ପୁଟିନ୍!, କେଉଁବାଟେ ଆସିବେ ଭାରତ?

ନୂଆଦିଲ୍ଲୀ: ମୋଦିଙ୍କ କଥା ରଖି ଆସୁଛନ୍ତି ପୁଟିନ୍...ହେଲେ ଆସିବେ କେମିତି?...ଘାରିଲାଣି ବନ୍ଧା ହେବା ଭୟ...ଭାରତକୁ ଆସୁ ଆସୁ ବାଟରେ ବନ୍ଧା ହେବେନି ତ?... ୪ ବର୍ଷ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ସେ ଡିସେମ୍ବର ୪ ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ…

BLO: ଦୁଇ ଗୁଣ ହେଲା ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ

ଭୁବନେଶ୍ବର: ବୁଥ୍ ଲେଭଲ ଅଫିସର(BLO)ଙ୍କ ଦୁଇଗୁଣ ହେଲା ପାରିଶ୍ରମିକ । ନିର୍ବାଚନ କମିଶନଙ୍କ ପକ୍ଷରୁ ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା ହୋଇଛି । ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାରକୁ ବଢାଇଲେ କମିଶନ । ଇଲେକ୍ଟୋରାଲ ରୋଲ ରିଭିଜନର ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା…

Weather Update: ରାଜ୍ୟରେ ଆହୁରି ବଢିବ ଶୀତ, ୨ ରୁ ୩ ଡିଗ୍ରୀ କମିପାରେ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ୪ ଦିନ ପରେ ରାତି ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସହିତ ଶୀତ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଅଧିକାଂଶ…

FIR against Rahul, Sonia: ବଢିଲା ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ଅଡୁଆ, ନ୍ୟାସନାଲ ହେରାଲ୍ଡ ମାମଲାରେ ନୂଆ…

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଏକ ନୂତନ ଏଫଆଇଆର ଦାଖଲ ହେବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଅପରାଧିକ ଷଡଯନ୍ତ୍ର ଅଭିଯୋଗ ଆସିଛି। ଏହି ଏଫଆଇଆରରେ…

Cyclone Ditwah: ଦ୍ରୁତ ଗତିରେ ଭାରତ ମୁହାଁ ଘୂର୍ଣ୍ଣିଝଡ଼ ‘ଡିଟୱା’, ଶ୍ରୀଲଙ୍କାରେ ନେଲାଣି ୧୫୦ରୁ…

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ସୃଷ୍ଟି କରିବା ପରେ, ଘୂର୍ଣ୍ଣିଝଡ଼ ଡିଟୱା ଦ୍ରୁତ ଗତିରେ ଭାରତ ଆଡକୁ ମୁହାଁଇଛି। ଆଜି ଯେକୌଣସି ସମୟରେ ଏହି ଝଡ଼ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିପାରେ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଏ ସମ୍ପର୍କରେ…

Paradip port: ପାରାଦୀପ ବନ୍ଦରରେ ଅଘଟଣ, ଜାହାଜରେ ଲାଗିଲା ନିଆଁ

ପାରାଦୀପ: ପାରାଦୀପ ବନ୍ଦରରେ ଅଘଟଣ । ପାରାଦୀପ ଇକୋ କୋଲୋନିଲ ଜାହାଜରେ ଲାଗିଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ନିଆଁକୁ ଆୟତ୍ତ କଲା ସିଆଇଏସଏଫ ର ଅଗ୍ନିଶମ ବିଭାଗ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ । ଖବର ଅନୁଯାୟୀ, ଶନିବାର ବିଳମ୍ବିତ…

Children Missing: ରାଜ୍ୟରେ ଗତ ୨ ବର୍ଷରେ ଏତିକି ଶିଶୁ ନିଖୋଜ…

ଭୁବନେଶ୍ୱର: ରାଜ୍ୟରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ ରିପୋର୍ଟ ପଞ୍ଜୀକୃତ ହୋଇଛି। ସେମାନଙ୍କ ମଧ୍ୟରୁ ୮,୩୬୨ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨,୯୭୫ ଜଣ ନିଖୋଜ ଅଛନ୍ତି। ଏସବୁ ରିପୋର୍ଟକୁ ପଞ୍ଜୀକୃତ କରାଯାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ)କୁ ହସ୍ତାନ୍ତର କରାଯାଇଛି…