୮୦ଫୁଟ୍ ଉପରେ ଗଡିବ ଟ୍ରେନ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ଯାତ୍ରୀ
ବୌଦ୍ଧ: ୮୦ଫୁଟ ଉପରେ ଓ ୨୦୦ଫୁଟ ମାଟି ତଳେ ଚାଲିବ ଟ୍ରେନ । ଏଥିପାଇଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଜୋରସୋରରେ ଆଗେଇ ଚାଲିଛି । ଏହି ରେଳପଥରେ ଟ୍ରେନ୍ ଗଡ଼ିବା ପାଇଁ ବୌଦ୍ଧ ଜିଲ୍ଲାରେ ୪ଟି ଟନେଲ୍ ସହ କରଞ୍ଜକଟା ଓ ତିଲକୂପ ଗ୍ରାମ ନିକଟରେ ଦୁଇଟି ବଡ଼ ଭାୟାଡକ୍ଟ ନିର୍ମାଣ ହେଉଛି ।…