ଶୁଭଙ୍କର ମିଶ୍ରଙ୍କ ମନ୍ତବ୍ୟର କୌଣସି ଅସ୍ତିତ୍ବ ନାହିଁ ଏହା ଶ୍ରୀମନ୍ଦିର ପ୍ରତି ଅବମାନନା: ସୂର୍ଯ୍ୟନାରାୟଣ ରଥଶର୍ମା
ପୁରୀ: ଶ୍ରୀମନ୍ଦିରକୁ ନେଇ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ଏବେ ଉଗ୍ର ରୂପ ନେବାରେ ଲାଗିଛି । ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣି ଦେବା ପରେ ତାଙ୍କ ବିରୋଧରେ ବିଭିନ୍ନ ମହଲରୁ ଅଭିଯୋଗ ଆସିଛି । ସେ ନିକଟରେ ତାଙ୍କ ପୋଡକାଷ୍ଟରେ କହିଥିଲେ ଯେ,…