AI Teacher: ୧୭ ବର୍ଷ ପୁଅର ହାତ କମାଲ୍…ସ୍କୁଲରେ ପାଠ ପଢାଉଛନ୍ତି ରୋବୋଟ୍ ଦିଦି…
ଲକ୍ଷ୍ନୌ: AI ବା ରୋବୋଟ୍ ଏବେ ମଣିଷ ଭଳି ସବୁକାମ କରୁଥିବା ଫିଚର ବେଶ୍ ମନଛୁଆଁ । ହୋଟେଲ ଠାରୁ ଆରମ୍ଭ କରି ଅଫିସ ସବୁଠି ଏବେ ମଣିଷ ଭଳି ବ୍ୟବହାର କରିବା ସହ ଠିକ୍ ଠିକ୍ ନିଜର କାମ ତୁଲାଉଛି ରୋବୋଟ୍ । ହେଲେ ଆପଣ କେବେ ରୋବୋଟ୍ ଶିକ୍ଷକ ବିଷୟରେ ଶୁଣିଛନ୍ତି ? କ୍ଲାସରୁମରେ ଏବେ…