Latest Odisha News

BREAKING NEWS

Monthly Archives

December 2025

ସବୁ ଫୋନ ଉପରେ ସାଇବର ଆଟାକ, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ସ୍ମାର୍ଟଫୋନ୍, ଲ୍ୟାପଟପ୍ କିମ୍ବା ଇଣ୍ଟରନେଟ୍ ବ୍ରାଉଜର ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଲ୍ ଏବଂ ଗୁଗୁଲ୍ ବିଶ୍ୱବ୍ୟାପୀ ଏକ ଗମ୍ଭୀର ସାଇବର ଆକ୍ରମଣ ପରେ ଏମରଜେନ୍ସି ସିକ୍ୟୁରିଟି ଅପଡେଟ୍ ଜାରି କରିଛନ୍ତି। ଉଭୟ କମ୍ପାନୀ…

ଛୋଟ ପରଦାରେ ଧମାଲ୍ କରିବେ ଅକ୍ଷୟ କୁମାର, ଆସୁଛି  ‘Wheel Of Fortune…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଏବଂ OTT ପ୍ଲାଟଫର୍ମରେ ଆରମ୍ଭ ହେବାକୁ ଯାଉଥିବା ରିଆଲିଟି ଗେମ୍ ଶୋ’ ହ୍ୱିଲ୍ ଅଫ୍ ଫର୍ଚୁନ୍ 'ର ହୋଷ୍ଟିଂ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ ସେ ଛୋଟ ପରଦାକୁ ଫେରିବା ନେଇ ସୂଚନା ମିଳିଛି। ତେବେ ସୋନି…

ଥଣ୍ଡାରେ ବି ଗରମ ହେଉଛି ଆପଣଙ୍କ ଫୋନ? ଶୀତ ଦିନେ ଏମିତି ହେଲେ ସାବଧାନ!

ନୂଆଦିଲ୍ଲୀ: ଅନେକ ଲୋକେ ଭାବନ୍ତି ଯେ ଫୋନ୍ କେବଳ ଗ୍ରୀଷ୍ମ ଋତୁରେ ହିଁ ଅଧିକ ଗରମ ହୋଇଥାଏ, କିନ୍ତୁ ଅନେକ ଉପଭୋକ୍ତା ଶୀତ ଋତୁରେ ମଧ୍ୟ ସ୍ମାର୍ଟଫୋନ୍ ଅତ୍ୟଧିକ ଗରମ ହେବାର ଅଭିଯୋଗ କରନ୍ତି। ଥଣ୍ଡା ଋତୁରେ ହାତ ଥଣ୍ଡା ହୋଇଯାଏ, କିନ୍ତୁ ଫୋନ୍ ଗରମ ହେବା ଅନେକ ଥର ଆଶ୍ଚର୍ଯ୍ୟ କରିଦିଏ।…

ଏବେ ନେପାଳରେ ଚାଲିବ ୨୦୦ ଓ ୫୦୦ ଭାରତୀୟ ନୋଟ୍, ସେଠାରେ କେତେ ହୋଇଯିବ ଏହାର ଭେଲ୍ୟୁ

ନୂଆଦିଲ୍ଲୀ: ପ୍ରତିବର୍ଷ ହଜାର ହଜାର ଭାରତୀୟ ନେପାଳ ବୁଲିବାକୁ ଯାଆନ୍ତି ଏବଂ ବଡ଼ ସଂଖ୍ୟାରେ ଲୋକେ ସେଠାରେ କାମ ଓ ବ୍ୟବସାୟ ମଧ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ ନେପାଳ ସରକାର ପ୍ରାୟ ୧୦ ବର୍ଷ ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନେପାଳ ଏବେ ୧୦୦ରୁ ଅଧିକ ମୂଲ୍ୟର ଭାରତୀୟ ନୋଟ୍ ଉପରେ…

କୁକୁର ଗଣିବା ପାଇଁ ଶିକ୍ଷକଙ୍କୁ କେତେ ମିଳିବ ଟଙ୍କା? ଦରମାଠୁ ଅଧିକ ମିଳିବ….

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର ଅଲିଗଡ଼ରେ ଏକ ନୂଆ ପ୍ରଶାସନିକ ଆଦେଶ ବଡ଼ ଧରଣର ବିବାଦ ସୃଷ୍ଟି କରିଛି। ସେଠାରେ  ସ୍କୁଲ ଶିକ୍ଷକମାନଙ୍କୁ ଏକ ଅଦ୍ଭୁତ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହେଉଛି ବୁଲା କୁକୁରମାନଙ୍କର ଗଣତି କରିବା। ଏହି ନିର୍ଦ୍ଦେଶ ବେସିକ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଛି…

ସରଗି ଫୁଲ୍ ମହୋତ୍ସବ ୨୦୨୫ର ଶୁଭାରମ୍ଭ କଲେ ମନ୍ତ୍ରୀ

ଭୁବନେଶ୍ବର: ସରଗି ଫୁଲ୍ ମହୋତ୍ସବ ୨୦୨୫ ଆରମ୍ଭ ହୋଇଯାଇଛି। ତିନିଦିନବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ଶୁଭାରମ୍ଭ କରିଛନ୍ତି ନିତ୍ୟାନନ୍ଦ ଗଣ୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜନ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ,…

କେକେଆରକୁ ମିଳିଲା ଆଉ ଏକ ରହସ୍ୟମୟ ସ୍ପିନର

କୋଲକାତା: ଆଇପିଏଲ ମିନି ନିଲାମରେ କୋଲକାତା ନାଇଟ ରାଇଡର୍ସକୁ ଆଉ ଜଣେ ରହସ୍ୟମୟ ସ୍ପିନର ମିଳିଛନ୍ତି । ୨୨ ବର୍ଷୀୟ ଦକ୍ଷ କାମରାଙ୍କୁ କେକେଆର ୩୦ ଲକ୍ଷ ଟଙ୍କାରେ ଦଳରେ ନେଇଛି । ତାଙ୍କ ବୋଲିଂ ଆକ୍ସନ ଦଳର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତିଙ୍କ ସହ ମେଳ ଖାଉଛି । ବରୁଣ କ୍ରମାଗତ ଭାବେ ଭଲ…

ଶ୍ରୀଜଗନ୍ନାଥ ମନ୍ଦିରର ୨୦୨୬ କ୍ୟାଲେଣ୍ଡର୍ ଓ ଡାଏରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି।…

China Spying Bird: ନୌସେନା ଘାଟି ନିକଟରୁ ମିଳିଲା ଚୀନ୍ ଟ୍ରାକର ଲାଗିଥିବା ପକ୍ଷୀ…ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ: ରାଜ୍ୟର ଉପକୂଳବର୍ତ୍ତୀ ସହର କାରୱାର ତଟରେ ଏକ ସିଗଲକୁ ଠାବ କରାଯାଇଛି । ସେହି ପ୍ରବାସୀ ସିଗଲ୍ ଶରୀରରେ ଏକ ଚୀନ୍ ଜିପିଏସ୍ ଟ୍ରାକିଂ ଡିଭାଇସ୍ ମିଳିଛି । ଏହି ପକ୍ଷୀଟି କାରୱାରର ଥିମ୍ମାକ୍କା ଗାର୍ଡେନ ପଛରେ ଦେଖାଯାଇଥିଲା। କାରୱାର ଭାରତ ପାଇଁ ରଣନୈତିକ ଭାବରେ ବହୁତ…

ବିଧାୟକଙ୍କ ଦରମା ବୃଦ୍ଧିର ପୁନଃ ବିଚାର ପାଇଁ ପ୍ରସ୍ତାବ: ମନ୍ତ୍ରୀ

ଭୁବନେଶ୍ୱର: ଗତ ଡିସେମ୍ବର ୧୦ ତାରିଖରେ ଶୀତକାଳୀନ ଅଧିବେଶନର ଶେଷ ଦିନରେ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ତିନିଗୁଣ ବୃଦ୍ଧି କରିବା ନେଇ ବିଧାନସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ ବର୍ତ୍ତମାନ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗୁରୁବାର ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ…