ଓଇଆରସି ଦ୍ୱାରା ସିକ୍ୟୁରିଟି ଜମା ରାଶି ବାଧ୍ୟତାମୂଳକ ହୋଇଛି: ଟିପି ଓଡ଼ିଶା ଡିସକମ
ଭୁବନେଶ୍ୱର: ବିଦ୍ୟୁତ ବିଲ୍ରେ ଅତିରିକ୍ତ ସିକ୍ୟୁରିଟି ଜମା ରାଶି (ଏଏସଡି) ଆଦାୟ ଏକ ବିଧିବଦ୍ଧ ଆବଶ୍ୟକତା ଯାହା ବିଦ୍ୟୁତ ଆଇନ, ୨୦୦୩ ଅଧୀନରେ ବାଧ୍ୟତାମୂଳକ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିୟମାବଳୀ ଅନୁସରଣ କରୁଛି ବୋଲି କହିଛନ୍ତି ଟିପି ଓଡ଼ିଶା ବିଦ୍ୟୁତ ବିତରଣକାରୀ…